Odisha Link
Bridging the Missing Links in Odisha

ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ନୀତି ପ୍ରଶାସକଙ୍କ ନେତୃତ୍ବରେ ୪ଟି ଟିମ୍‌ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଦଶପଲ୍ଲା ବଡ଼ମୂଳ ବଡ଼ରାଉଳ ଠାକୁରାଣୀ ମନ୍ଦିରକୁ ଯାତ୍ରା କାଲା ଟିମ୍। ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡ଼ିଆ, ଦୀପ ଆଦି ନେଇ ଏହି ଟମ୍‌ ଯାତ୍ରା କରିଛି। ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି। ଗତବର୍ଷ କାଠ ବଳିଛି। ଏବେ୭୯୬ କାଠ ଆବଶ୍ୟକ।

Comments are closed.