Odisha Link
Bridging the Missing Links in Odisha
Daily Archives

January 11, 2021

ବାଲି ବସ୍ତାରୁ ବାହାରିଲା ୩୩ଟି ନାଗ…

ଭଦ୍ରକ: ଘର କାମ ପାଇଁ ଆସିଥିବା ବାଲିରୁ ବାହାରିଥିଲା ବସ୍ତା। ଆଉ ସେହି ବସ୍ତା ଖୋଲିବା ବେଳକୁ ଭିତରୁ ବାହାରିଲା ୩୩ରୁ ଅଧିକ ସାପ ମୂର୍ତ୍ତି। ମୂର୍ତ୍ତି ଦେଖିବା ପରେ ଗାଁରେ ଲୋକେ ଏକାଠି ହୋଇଥିଲେ। ପରେ ଆଧ୍ୟାତ୍ମିକ ପରିବେଶ ଦେଖିବା ପାଇଁ ମିଳିଛି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅଳାଉତି ଗାଁରେ।…

କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳି ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା। ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ…

୩ କୋଟିଙ୍କୁ ମାଗଣା ଟିକା: ମୋଦି

ନୂଆଦିଲ୍ଲୀ: ପ୍ରଥମ ଦଫାରେ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏ ବାବଦେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଭରଣା କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନସିଂରେ ଟିକାକରଣ ନେଇ…

ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସ୍ଲରି…

ଭୁବନେଶ୍ୱର: ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ଏକ ଦୁଇ ଦିନିଆ…

ଓଡ଼ିଶା ସମେତ ଭାରତ ବର୍ଷରେ କୋଇଲା…

ଭୁବନେଶ୍ୱର: କୋଇଲା ଖଣିର ସଞ୍ଚାଳନ ସହଜ କରିବା ପାଇଁ ଭାରତ ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ…

ଗୋପାଳପୁର ବନ୍ଦର ପକ୍ଷରୁ ଅର୍ଜୀପୋଲ୍ଲୀ…

ଗୋପାଳପୁର: ଆଜି ଗୋପାଳପୁର ବନ୍ଦର ପକ୍ଷରୁ ଅର୍ଜୀପୋଲ୍ଲୀସ୍ଥିତ ଉଚ୍ଚ ବିଦ୍ୟାଳୟରେ କରୋନା ସଚତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,ଛତ୍ରପୁର ଏବଂ ବ୍ଲକ୍‌ ଶିକ୍ଷା କାର୍ଯ୍ୟାଳୟର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।…

ଡ଼ବଲ ମର୍ଡର ଘଟଣା; ଆଉ ଜଣେ ଗିରଫ

ଭୁବନେଶ୍ବର : ବହୁଚର୍ଚ୍ଚିତ ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡ଼ିକୁ ସିଧାସଳଖ ଦାୟୀ କରୁଛନ୍ତି। ଏହି ଘଟଣାକୁ ନେଇ ସରକାରଙ୍କ ଗାଦି ଟଳମଳ କରିବା ପାଇଁ କଳବଳ କୌଶଳ ଲଗାଇଥିବା ବେଳେ ହତ୍ୟାକାଣ୍ଡର ଅଉ ଜଣେ ଅଭିଯୁକ୍ତ…

ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ପୁରୀ: ୨୦୨୧ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ନୀତି ପ୍ରଶାସକଙ୍କ ନେତୃତ୍ବରେ ୪ଟି ଟିମ୍‌ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଦଶପଲ୍ଲା ବଡ଼ମୂଳ ବଡ଼ରାଉଳ ଠାକୁରାଣୀ ମନ୍ଦିରକୁ ଯାତ୍ରା କାଲା ଟିମ୍। ଶ୍ରୀମନ୍ଦିରରୁ ମାଳ ମାହାର୍ଦ, ନଡ଼ିଆ, ଦୀପ ଆଦି ନେଇ ଏହି ଟମ୍‌ ଯାତ୍ରା…

ନକଲି ତେଲ ପ୍ୟାକେଜିଂ ୟୁନିଟ୍‌ ଠାବ

ଭବନେଶ୍ବର: ୨ଟି ତେଲ ପ୍ୟାକେଜିଂ ଫ୍ୟାକ୍ଟ୍ରି ଓ ୩ଟି ମିସ୍ପଚର ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି ପୋଲିସ। ଏହା ହସିତ ୫ଟି ଫ୍ୟାକ୍ଟ୍ରିରେ ଚଢ଼ାଉ ହୋଇଛି। ଖାଦ୍ୟ ନିରୀକ୍ଷକଙ୍କ ମିଳିତ ଚଢ଼ାଉ ଜାରି ରହିଛି। ବିଭିନ୍ନ ପ୍ୟାକେଜିଂ ଅଭିଯୋଗରେ ତେଲ ଫ୍ୟାକ୍ଟ୍ରିରେ ରେଡ଼୍‌ କରାଯାଇଛି। ବିଭିନ୍ନ ବ୍ରାଣ୍ଡର ଷ୍ଟିକର…

ପରିବାର ନୁହେଁ, କେବଳ…

ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରୁ ଦେଶସାର ଆମ୍ଭ ହେବ କରୋନା ଟିକାକରଣ। ଏହି ଟିକାକରଣରେ ଓଡ଼ିଶା ମଧ୍ୟ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ମାତ୍ର ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରିବାରକୁ ମିଳିବନି ଟିକା। ଏନେଇ ସ୍ପଷ୍ଟ…