Odisha Link
Bridging the Missing Links in Odisha
Daily Archives

January 11, 2021

କନ୍ୟା ସନ୍ତାନର ଜନକ ହେଲେ ବିରୁଷ୍କା

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପିତାମାତା ହୋଇଛନ୍ତି। ଅନୁଷ୍କା ଏକ ଝିଅ ଜନ୍ମ ଦେଇଛନ୍ତି। ଦୀର୍ଘ ଦିନ ଧରି ବିରୁଷ୍କା ସେମାନଙ୍କର ପ୍ରଥମ ସନ୍ତାନକୁ ଅପେକ୍ଷା କରିଥିଲେ। ବିରାଟ କୋହଲି ତାଙ୍କ ସନ୍ତାନର ଜନ୍ମ ପୂର୍ବରୁ…

ବେଆଇନ ବାଲି ଚୋରା ଚାଲାଣ, ୬ ଅଟକ

ସୋର: ଚୋରା ବାଲି ଚାଲାଣ ୬ଟି ଟ୍ରକକୁ ଜବତ କଲା ସୋର ପୁଲିସ। ୬ ଜଣ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ରବିବାର ରାତିରେ ବେଆଇନ ଭାବେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ୬ଟି ବାଲି ଟ୍ରକକୁ ଅଟକାଇଲା ସୋର ପୋଲିସ। ଟ୍ରକ୍ ଅଟକାଇବା ସହ…

ଭୁବନେଶ୍ବରରେ ମାରି ଗଞ୍ଜାମରେ ପିଙ୍ଗିଲେ!

ଭୁବନେଶ୍ୱର: ବାଲେଶ୍ବରର ଯୁବତୀକୁ ଭୁବନେଶ୍ବରରେ ହତ୍ୟା କରାଯାଇଛି। ଭୁବନେଶ୍ବରରେ ହତ୍ୟା କରି ଗଞ୍ଜାମ ଜିଲ୍ଲାରେ ଫିଙ୍ଗିଦେଲେ ଦମ୍ପତ୍ତି। ଏହି ଘଟଣାରେ ଗଞ୍ଜାମ ପୋଲିସ ଦମ୍ପତ୍ତିଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଦମ୍ପତ୍ତି ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟା କରି ଗଞ୍ଜାମରେ ଫିଙ୍ଗିଦେଇଥିବା ଜଣାପଡ଼ିଛି।…

ଅର୍ଜୁନ ରାମପାଲଙ୍କ ଭଉଣୀଙ୍କୁ ଏନ୍‌ସିବିର…

ମୁମ୍ବାଇ: ବଲିଉଡ଼ର ଆଉ ଜଣେ ଅଭିନେତାଙ୍କ ଭଉଣୀଙ୍କୁ ସମନ ଜାରି କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ବଲିଉଡ୍ ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ପଚରା ଉଚରା ପାଇଁ ଏହି ସମନ ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଏନ୍‌ସିବି କୋମଲ ରାମପାଲଙ୍କୁ ସମନ ଜାରି…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ବରିଷ୍ଠ କିରାଣୀ ଅସିତ ଯୋଶୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜମି ପଟ୍ଟା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ମିଳିଥିବା ସୂଚନା ଅନୁସାରେ, ମୁରିବାହାଲ୍ ତହସିଲର ବରିଷ୍ଠ କିରାଣୀ ଅସିତ୍ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ…

ଟ୍ରକ୍‌ କୁ ଧକ୍କା ଦେଲା କାର୍‌: ସ୍ୱାମୀ…

ପାରାଦୀପ : ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି କଟକ-ପାରାଦୀପ ରାସ୍ତାରେ ଘଟିଛି। ସୂଚନା ଅନୁଯାୟୀ, କିଛି ମାସ ତଳେ ବିବାହ କରିଥିବା ଶ୍ରୀକାନ୍ତ ତାଙ୍କ ପତ୍ନୀଙ୍କୁ ନେଇ ଦାରିଙ୍ଗବାଡ଼ି ଓ ଅନ୍ୟ କିଛି ସ୍ଥାନକୁ…

ଉଦ୍‌ଯାପିତ ହେଲା ବିପିନ ବିହାରୀ କ୍ରିକେଟ…

ଭୁବନେଶ୍ୱର: ବିପିନ ବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବାରଘର ପାଟଣାକୁ ପରାସ୍ତ କରି ଚାମ୍ପିଅନ ହୋଇଛି ମଳିପଡ଼ା। ଡକ୍ଟର ବିଜୟ କୁମାର ସୁନ୍ଦରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରକାଶ ବିଜୁଳି, ମୁଖ୍ୟବକ୍ତା ଭାବେ ରାମଚଣ୍ଡୀ ପ୍ରସାଦ…

ଫେରିଲା ସାଇବର ଠକେଇ ଟଙ୍କା

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ ମାମଲା। ଲୋକଙ୍କୁ ବିଭିନ୍ନ ଉପାୟରେ ଲୋଭ ଦେଖାଇ ଲୁଟୁଛନ୍ତି ଲୁଟେରା। ଏହାରି ମଧ୍ୟରେ ଠକେଇର ଶିକାର ହୋଇଥିବା ଜଣେ ଅଭିଯୋଗକାରୀ ଟଙ୍କା ଫେରିପାଇଛନ୍ତି। ଅଭିଯୋଗକାରୀଙ୍କୁ ଓଟିପି ମାଗି ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ। କିନ୍ତୁ ସମ୍ପୃକ୍ତ…

ପୁରୀ ହାଜତ ମୃତ୍ୟୁ ମାମଲା, ସତ୍ୟପାଠ…

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ଆଜି ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ହାଜତ ମୃତ୍ୟୁକୁ ରାଜ୍ୟ ସରକାର ଅସ୍ୱୀକର କରିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସରକାର। ସତ୍ୟପାଠ ସହ ସରକାର ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ…

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ଲକ୍ଷଣ,…

ଭୁବନେଶ୍ୱର: ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ଲକ୍ଷଣ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ନିକଟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ରଘୁପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ପ୍ରାୟ ୧୨,୩୬୯ ବହିରାଗତ ପକ୍ଷୀଙ୍କ ନମୁନା ସଂଗ୍ରହ…