Odisha Link
Bridging the Missing Links in Odisha

ନକଲି ତେଲ ପ୍ୟାକେଜିଂ ୟୁନିଟ୍‌ ଠାବ

ଭବନେଶ୍ବର: ୨ଟି ତେଲ ପ୍ୟାକେଜିଂ ଫ୍ୟାକ୍ଟ୍ରି ଓ ୩ଟି ମିସ୍ପଚର ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି ପୋଲିସ। ଏହା ହସିତ ୫ଟି ଫ୍ୟାକ୍ଟ୍ରିରେ ଚଢ଼ାଉ ହୋଇଛି। ଖାଦ୍ୟ ନିରୀକ୍ଷକଙ୍କ ମିଳିତ ଚଢ଼ାଉ ଜାରି ରହିଛି। ବିଭିନ୍ନ ପ୍ୟାକେଜିଂ ଅଭିଯୋଗରେ ତେଲ ଫ୍ୟାକ୍ଟ୍ରିରେ ରେଡ଼୍‌ କରାଯାଇଛି।

ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଇ ତେଲ ପ୍ୟାକେଜିଂ କରୁଥିବା ଅଭିଯୋଗ ହୋଇଛି। ଓଜନ ମାପ ମେସନ୍‌ ତ୍ରୁଟି ଯୋଗୁଁ ମିକ୍ସଚର ଫ୍ୟାକ୍ଟ୍ରିକୁ ୨୦ ହଜାର ଟଙ୍କା ଫାଇନ କରାଯାଇଛି। ଏହା ସହିତ ଭିକ୍ସଚର କମ୍ପାନୀର ମାଲିକଙ୍କୁ ଅଟକ ରଖାଯାଇ ଦତନ୍ତ ଜାରି ରହିଛି।

Comments are closed.