Odisha Link
Bridging the Missing Links in Odisha

ଭାଇରାଲ ଧମକ ଦେଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ

ଆସିକା: ଅଶ୍ଳୀଳ ଭିଡ଼ିଓ ଭାଇରାଲ ଧମକ ଦେଲ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଏନେଇ ଏତଲା ପରେ ଅଭିଯୁକ୍ତ କୈଳାସ ସାହୁକୁ ଗିରଫ କଲା ଆସିକା ପୋଲିସ। କଲେଜରେ ଅଡ଼ମିଶନ ନାଁରେ ଯୁବତୀଙ୍କୁ ସହ ପରିଚିତ ହୋଇଥିଲା କୈଳାସ। କୈଶଳକ୍ରମେ ନିଶମିଶା ଲସି ପିଆଇ ଦୁଷ୍କର୍ମ ସହ ଭିଡ଼ିଓ ସୁଟିଂ କରିଥିଲା। ପରେ ସୁଟି ସୁଟିଂ କରିଥିବା ଅଶ୍ଳୀଳ ଭିଡ଼ିଓ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲା।

ଏସବୁକୁ ବିରୋଧ କରିବାରୁ ଯୁବତୀଙ୍କ ବାପା, ଭାଇଙ୍କୁ ଭିଡ଼ିଓ ପଠାଇଥିଲା କୈଳାସ। ଶେଷରେ ଅତିଷ୍ଠ ହୋଇ ଆସିକା ଥାନାରେ ଏତଲା କରିଥିଲେ ଯୁବତୀ।