Odisha Link
Bridging the Missing Links in Odisha
Browsing Tag

Rape

୫ ବର୍ଷର ଶିଶୁକୁ ଦୁଷ୍କର୍ମ, କଟକ…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଲଜ୍ଜା। ଦିନ ଦ୍ବିପ୍ରହରରେ ଟାଉନ୍‌ ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ୍ତ ଫେରାର। ଅନ୍ୟପଟେ ସଙ୍କଟାପନ୍ନ ଅବସ୍ଥାରେ କଟକକୁ ସ୍ଥାନାନ୍ତର ହୋଇଛନ୍ତି ନାବାଳିକା ଜଣକ। ଟାଉନଥାନା ପୁଲିସ ୧୮/ ୨୨ ନମ୍ବରରେ ଏକ ମାମଲା ରୁଜୁ କରି…

ଖାକିରେ କଳଙ୍କ, ବନ୍ଧୁକ ମୁନରେ…

ନୂଆଦିଲ୍ଲୀ: ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପୋଲିସ କନେଷ୍ଟବଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୨୮ ବର୍ଷିୟ ମହିଳା। ମହିଳାଙ୍କ ଏଭଳି ଅଭିଯୋଗ ପରେ ଉତ୍ତରପ୍ରଦେଶ ମୋରାଦାବାଦ ପୁଲିସ ଜଣେ ୩୧ ବର୍ଷିୟ କେଷ୍ଟବଳଙ୍କ ବିରେଧାରେ କରିଛି ମାମଲା ରୁଜୁ। ପୀଡ଼ିତାଙ୍କ ଅଭଯୋଗ ଅନୁଯାୟୀ, ୨…

ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ

ପାଟନା: ଗର୍ଭବତୀ ମହିଳାଙ୍କୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ। ପରେ ଚେତାଶୂନ୍ୟ ଅବସ୍ଥାରେ ନେଇ ରେଲୱେ ଟ୍ରାକ୍‌ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଏହିପରି ଏକ ଅମାନବୀୟ ଘଟଣା ଘଟିଛି ବିହାରର ପାଟନା ଠାରେ। ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଥଇ ଜଣ ହେଲେ ଅଙ୍କିତ୍ ଓ…

ଦୁଷ୍କର୍ମ ଅଭିଯୋଗରେ ମାଲକାନଗିରି…

ମାଲକାନଗିରି: ମାଲକାନଗିରିର ସଦର ମହକୁମାରେ କାର୍ଯ୍ୟରତ ଜନୈକ ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଆଜି ମାଲକାନଗିରି ପୁଲିସ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାଲକାନଗିରି ଆଇଆଇସିଙ୍କ ମୁତାବକ, ଓର୍କେଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା।…

ଖାଇବା ପାର୍ସଲ ଦେବାକୁ ଯାଇ…

ଅନୁଗୁଳ: ଖାଇବା ପାର୍ସଲ ଦେବାକୁ ଯାଇ ଡାକ୍ତରାଣୀଙ୍କୁ ଦୁଷ୍କର୍ମ। ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘୃଣ୍ୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ…

୩ ବର୍ଷର ଭଉଣୀକୁ ଦୁଷ୍କର୍ମ କଲା ଭାଇ

ନୂଆଦିଲ୍ଲୀ: ଭାଇ ଭଉଣୀ ପବିତ୍ର ସମ୍ପର୍କରେ କଳଙ୍କ। ୩ ବର୍ଷର ଭଉଣୀକୁ ଦୁଷ୍କର୍ମ କଲା ଭାଇ। ଏଭଳି ଏକ ଲଜ୍ଜାଜନକ ତଥା ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ଜଣେ ୧୦ ବର୍ଷର କିଶୋର ନିଜ ତିନି ବର୍ଷୀୟ ସମ୍ପକୀୟ ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ମାମଲା ରୁଜୁ କରି…

ଡ୍ରଗ୍ସ ନିଶାରେ ମା’କୁ ଦୁଷ୍କର୍ମ କଲା…

ମାଦ୍ରିଦ୍: ମା’ ପୁଅର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଲା ପୁଅ। ଡ୍ରଗ୍ସ ନିଶାରେ ମା’କୁ କଲା ଦୁଷ୍କର୍ମ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ସ୍ପେନର ଲସ୍ ପାଲମସ୍‌ରେ। ସୂଚନା ମୁତାବକ, ଏକ ୧୬ ବର୍ଷର ନାବାଳକ ନିଜ ମା’କୁ ଦୁଷ୍କର୍ମ କରିଛି। ଏହାପରେ ପୀଡ଼ିତା ମା’ ନିଜେ ପୁଲିସ୍କୁ ଫୋନ୍ କରି ପୁଅର ଏପରି…

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା…

ଗୌହାଟୀ: ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଗଛରେ ଝୁଲାଇଲେ ଶବ। ଆସାମର କୋକ୍ରାଝର ଜିଲ୍ଲାରୁ ଦୁଇ ନାବାଳିକାଙ୍କ ଝୁଲାନ୍ତ ଅବସ୍ଥାରେ ମିଳିଥିବା ମୃତ୍ୟୁ ରସହ୍ୟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଗତ ଶନିବାର ଉଭୟଙ୍କ ମୃତଦେହ ମିଳିବା ପରେ ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ…

ସ୍ବାମୀ ଆସିବେ ବୋଲି ଦୁଆର ଖୋଲି ଶୋଇଥିଲେ…

ନୋଏଡା: ନୋଏଡାର ଗୌତୁମ ବୁଦ୍ଧ ନଗରର ଭଙ୍ଗଲ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ପାଇଁ କବାଟ ଖୋଲି ଶୋଇଥିଲେ ମହିଳା। ହେଲେ ପଡ଼ୋଶୀଙ୍କ ଦ୍ବାରା ଧର୍ଷଣର ଶିକାର ହୋଇଛନ୍ତି ମହିଳା। ନୋଏଡା ଫେଜ-୨ ଅଞ୍ଚଳରୁ ସମସ୍ତଙ୍କୁ ଚକିତ କଲା ଭଳି ଆସିଛି ଏଭଳି ଧର୍ଷଣ ମାମଲା। ମିଳିଥିବା ସୂଚନା ମୁତାବିକ,…

ଦୁଷ୍କର୍ମ ଅଭିଯୋଗରେ ପର୍ଲ ଭି ପୁରୀଙ୍କୁ…

ମୁମ୍ବାଇ: ନାଗିନ୍ ୩ ର ଅଭିନେତା ପର୍ଲ ଭି ପୁରୀ ଗିରଫ। ବଳାତ୍କାର ଅଭିଯୋଗରେ ପର୍ଲ ଭିଙ୍କୁ ପୁଲିସ ଗିରଫ କରିଛି। ଜଣେ ମହିଳା ଅଭିନେତାଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ମହିଳା ଏବଂ ତାଙ୍କ ପରିବାର ଅଭିଯୋଗ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଅଭିନେତାଙ୍କୁ ପୁଲିସ ଗିରଫ କରିଛି।…