Odisha Link
Bridging the Missing Links in Odisha
Daily Archives

January 14, 2021

ବିଲରୁ ମିଳିଲା ଯୁବକଙ୍କ କଟା ହାତ

ସୁନ୍ଦରଗଡ଼: ବିଲରୁ ମିଳିଲା ଯୁବକଙ୍କ କଟା ହାତ। ଜାରି ଟାଉନ ଥାନା ଅନ୍ତର୍ଗତ ଆମ୍ବିଏନ୍ସ ହୋଟେଲ ପଛପଟୁ ଏହି କଟା ହାତ ମିଳିଛି। କରେଇ ପଞ୍ଚାୟତ ଗାଁର ରମେଶ ସିଂଙ୍କ କଟା ହାତ ବୋଲି ସନ୍ଦେହ କରାଯାଉଛି। ପ୍ରକାଶ ଯେ, ଗତକାଲି ରାତିରୁ ରମେଶ ନିଖୋଜ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଏପଟେ କଟା…

ଚଳିତ ମାସ ୨୦ରୁ ଶିଶୁ ଜନସଂପର୍କ ଅଭିଯାନ…

ପୁରୀ : ଶିଶୁ ଜନସଂପର୍କ ଅଭିଯାନ ଜାନୁଆରି ୨୦ରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ ବେଳେ ଘରେ ଥିବା ଶିଶୁଙ୍କ ମାନସିକ ଅସ୍ଥିରତା ଦୂର ପାଇଁ ଏପରି ପ୍ରୟାସ କରାଯିବ। ଶିଶୁ ଅଧିକାର ସୁରକ୍ଷା ଆୟୋଗ ପୁରୀରୁ ଶୁଭାରମ୍ଭ କରିବ। ଏହି ଅଭିଯାନ ପ୍ରଥମ ପର୍ଯ୍ୟାୟରେ ପୁରୀର ଡେଲାଙ୍ଗ, କଣାସ, ପିପିଲିରେ ବ୍ଲକ୍‌ରେ…

ଚଳିତ ବର୍ଷ ବିନା ଅତିଥିରେ ଗଣତନ୍ତ୍ର…

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜଣେ ବିଦେଶୀ ରାଷ୍ଟ୍ର ମୁଖ୍ୟ ଅତିଥି ରହିବେ ନାହିଁ। ଆଜି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଅର୍ଥାତ୍ ବିନା ଅତିଥିରେ…

ଦୀପ ଦେବା ବେଳେ ମହିଳା ଭକ୍ତଙ୍କ ଶାଢ଼ୀରେ…

ବୁର୍ଲା: ଶ୍ରୀ ଜଗନ୍ନାଥ ମନ୍ଦିରରେ ପୁଜାର୍ଚ୍ଚନା ବେଳେ ଅଘଟଣ। ଜଣେ ବୃଦ୍ଧା ମହିଳା ମନ୍ଦିରରେ ଦୀପ ଦେବା ବେଳେ ନିଆଁରେ ପୋଡ଼ି ହୋଇଯାଇଛନ୍ତି। ମହିଳାଙ୍କୁ ଶଙ୍କଟାପର୍ଣ୍ଣ ଅବସ୍ଥାରେ ଭିମସାର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ବୃଦ୍ଧା ଜଣକ ବୁର୍ଲା ଭକ୍ତିମଣ୍ଡପ ଅଞ୍ଚଳ ଲକ୍ଷ୍ମୀପୂଜା ଛକର କୁନି…

ରାଜ୍ୟପାଳଙ୍କୁ ଭେଟିଲା ବିଜେପି…

ଭୁବନେଶ୍ୱର: ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଠି ରାଜ୍ୟରେ ନ୍ୟାସନାଲ ଫ୍ଲାଗସିପ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ୍ ଢଙ୍ଗରେ କ୍ରିୟାନ୍ୱୟନ କରାଯାଉନାହିଁ । ରାଜ୍ୟର ୩୧୪ ବ୍ଲକ,…

୫୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍…

ଝାରସୁଗୁଡା : ସ୍କୁଲ ଖୋଲିବାର ୫ ଦିନରେ ୫୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡା ଜିଲ୍ଲାରେ ଆଜି ଗୋଟିଏ ଦିନରେ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣ ନର୍ସିଂ ଛାତ୍ରୀ ଏବଂ ୩ଟି ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସୂଚନା ଅନୁଯାୟୀ, ଗତ…

ନାଳରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼ ହାଟପଡ଼ା ନିକଟ ନାଳରେ ଗାଧୋଉଥିବା ବେଳେ ୨ ଜଣ ଶିଶୁ ବୁଡି ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଜଣେ କୁନି ମୃତ ଝିଅକୁ…

ଭାଇରାଲ ଧମକ ଦେଇ ଯୁବତୀଙ୍କୁ ବାରମ୍ବାର…

ଆସିକା: ଅଶ୍ଳୀଳ ଭିଡ଼ିଓ ଭାଇରାଲ ଧମକ ଦେଲ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଏନେଇ ଏତଲା ପରେ ଅଭିଯୁକ୍ତ କୈଳାସ ସାହୁକୁ ଗିରଫ କଲା ଆସିକା ପୋଲିସ। କଲେଜରେ ଅଡ଼ମିଶନ ନାଁରେ ଯୁବତୀଙ୍କୁ ସହ ପରିଚିତ ହୋଇଥିଲା କୈଳାସ। କୈଶଳକ୍ରମେ ନିଶମିଶା ଲସି ପିଆଇ ଦୁଷ୍କର୍ମ ସହ ଭିଡ଼ିଓ ସୁଟିଂ କରିଥିଲା। ପରେ…

ପ୍ରକଳ୍ପ ନାଁରେ ପ୍ରତାରଣା : ପ୍ରଦୀପ୍ତ…

ଭୁବନେଶ୍ୱର:  ଆଜି ମୁଖ୍ୟମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି। ଏହି ଅବସରରେ ମୋତେ ବି ସେହି ସମାନ କାର୍ଯ୍ୟକ୍ରମକୁ ଡକାଯାଇଥିଲା। ହେଲେ ମୁଁ ଗଲି ନାହିଁ । କାରଣ ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ଏକୁଟିଆ ମଂଚ ଓ ଅନ୍ୟମାନଙ୍କ ପାଇଁ ଅଲଗା ମଂଚର…

୨୦୯୫ରେ କଳାହାଣ୍ଡି ଆସିଥିଲି: କୁନା…

ଭୁବନେଶ୍ୱର: ୨୦୯୫ରେ କଳାହାଣ୍ଡି ଆସିଥିଲେ କୁନା ତ୍ରିପାଠୀ। କଳାହାଣ୍ଡିରେ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମେଗା ଶୋ’ ଆୟୋଜନ କରାଯାଇଥିଲା। ସେଠାରେ ସେ ଏହା କହିଥିଲେ ମୁଁ ୨୦୯୫ରେ କଳାହାଣ୍ଡି ଆସିଥିଲି। ସମସ୍ତଙ୍କୁ ଫ୍ୟୁଜ କରୁଥିବା କୁନା…