Odisha Link
Bridging the Missing Links in Odisha
Daily Archives

January 14, 2021

ହାତୀ ଦାନ୍ତ ର‍୍ୟାକେଟ୍‌ ଠାବ: ୨ ଗିରଫ

ସମ୍ବଲପୁର: ଆଜି ଏସ୍‌ଟିଏଫ୍‌ ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ଟି ହାତୀ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ…

ସଡ଼କ ଦୁର୍ଘଟଣାରେ ମାଆ- ଝିଅ ମୃତ

ଭବାନୀପାଟଣା: ସଡ଼କ ଦୁର୍ଘଟଣାରେ ମାଆ- ଝିଅ ମୃତ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭବାନୀପାଟଣା-ଜୁନାଗଡ ରାସ୍ତାରେ ଘଟିଛି। ମାଆ-ଝିଅ ଦୁଇଜଣ ସ୍କୁଟିରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ମୃତ ୨ଜଣଙ୍କ ପରିଚୟ ମିଳି ପାରି ନାହିଁ। ଘଟଣାସ୍ଥଳରେ…

୩୭୫ ଗ୍ରାମ୍‌ ସୁନା, ୨୫ କେଜି ରୁପା ଜବତ

କଟକ: ଜଗତପୁରରେ ଏକ ଗହଣା ଦୋକାନରୁ ଚୋରି ୩୭୫ ଗ୍ରାମ୍‌ ସୁନା, ୨୫ କେଜି ରୁପା ଜବତ। ୪ ଲୁଟେରା ଏବଂ ଦୋକାନୀଙ୍କୁ ଗିରଫ କଲା କମିଶନରେଟ୍‌ ପୁଲିସ୍‌। ୧୨ ହଜାର ଟଙ୍କା, ୨ ଟି ବାଇକ୍, ୪ ଟି ଫୋନ୍‌ ମଧ୍ୟ ଜବତ କଲା ପୁଲିସ୍। ୪ ଶହ ଗ୍ରାମ ସୁନା ଏବଂ ୪୦ କେଜି ରୂପା ଗହଣା ଚୋରି ଅଭିଯୋଗ ଥିଲା।

ଇଞ୍ଜିନିୟର ବୋହୂ ମଦ ବେପାରୀ!

ଭଦ୍ରକ: ରାଜ୍ୟରେ ଅନେକ ସ୍ଥାନରେ ମଦ ବିରୋଧୀ ଆନ୍ଦୋଳନ ହେଉଛି। ଆନ୍ଦୋଳନର ମୂଖ୍ୟ ପୁରୋଧା ହେଉଛନ୍ତି ମହିଳା। ଅଧିକାଂଶ ସ୍ଥାନରେ ମଦକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଉଛନ୍ତି। କେଉଁଠି ମଦ ଦୋକାନ ଜାଳି ଦେଉଛନ୍ତି ତ ଆଉ କେଉଁଠି ଭାଙ୍ଗୁଛନ୍ତି। ସବୁଠି ମଦକୁ ମହିଳା ବିରୋଧ କରୁଥିବା ବେଳେ…

ଡିସେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‌ରେ…

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍ ସ୍ପିଡ୍ ତାଲିକାରେ ଚଳିତ ବର୍ଷ ଡିସେମ୍ବର ମାସରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୨ ମେଗାବିଟ୍ (ଏମ୍‌ବିପିଏସ୍‌) ସ୍ପିଡ୍ ସହିତ ପୁଣିଥରେ ଶୀର୍ଷ…

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

ବାଲିପାଟଣା : ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ସଂଖ୍ୟା ବଢିରେ ଲାଗିଛି। ଜଣେ ମହିଳା ମନ୍ଦିରକୁ ଯିବା ସମୟରେ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା । ଏହି ଘଟଣାଟି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁରରେ ଘଟିଛି । ସୂଚନାଯୋଗ୍ୟ ଯେ, ଆଜି ସଂକ୍ରାନ୍ତି ଥିବାରୁ ଅମ୍ବିକା ସାହୁ ଗ୍ରାମ…

ଜାନୁଆରୀ ୩୧ରୁ ପୋଲିଓ ଟିକା କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ: ପୋଲିଓ ଟିକାକରଣ ଅଭିଯାନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୭ ତାରିଖରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିଲା। ମାତ୍ର ୧୬ ତାରିଖରୁ କୋଭିଡ୍ ଟିକା ଅଭିଯାନ…

ପୁରୀରୁ ଯୋଧପୁର ଓ ଆଜମେର୍‌କୁ ଗଡ଼ିବ…

ଭୁବନେଶ୍ୱର: ଯୋଧପୁର ଓ ଆଜମେର୍ ବାସୀଙ୍କ ପାଇଁ ଖୁସି ଖବର। ପୁରୀରୁ ଯୋଧପୁର ଏବଂ ପୁରୀରୁ ଆଜମେର୍‌ ମଧ୍ୟରେ ଗଡ଼ିବ ଦୁଇଟି ସ୍ୱତନ୍ତ୍ର ରେଳ। ଏହା ରେଳବାଇ ପକ୍ଷରୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 'ପୁରୀ-ଯୋଧପୁର-ପୁରୀ' ଜାନୁଆରି ୨୦ ତାରିଖ ଠାରୁ ପ୍ରତି ବୁଧବାର ଅପରାହ୍ଣ ୪.୦୫ରୁ ରେଳ ଯାତ୍ରା ଆରମ୍ଭ…

କାଲିଠୁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆସନ୍ତା କାଲିଠୁ କୁମ୍ଭୀର ଗଣନା ପାଇଁ କେନ୍ଦ୍ରାପଡ଼ାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିବ। ଭିତରକନିକାରେ ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୯ ଦିନ ଧରି କୁମ୍ଭୀରଙ୍କର ଗଣନା କରାଯିବ। ଏହି…

ରାଜଧାନୀ ରାଜରାସ୍ତାରେ ଜଳିଗଲା କାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରାସ୍ତାରେ ଅଚାନକ କାର ଜଳିଯିବା ଦେଖିବାକୁ ମିଳିଛି। ସିଆର୍‌ପି ଛକ ଓଭରବ୍ରିଜ୍‌ ଉପରେ କୗେଣସି କାରଣବଶତଃ ହୁତୁହୁତୁ ହୋଇ କାରଟି‌ ଜଳି ଯାଇଛି। ହଠାତ୍‌ କାରରେ ନିଆଁ ଲାଗିଯିବାରୁ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିଲା। ତେବେ କାରରେ କିଭଳି ନିଆଁ ଲାଗିଲା ସେନେଇ…