Odisha Link
Bridging the Missing Links in Odisha
Daily Archives

February 8, 2021

ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ

ରାସୋଳ : ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ। ଏହି ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତମାନିଆନାଳି ଗ୍ରାମରେ ଘଟିଛି। ପ୍ରକାଶ ଯେ , ସୋମବାର ସଂଧ୍ୟା ୬ ଘଟିକା ସମୟରେ ରବି ରାଉତ (୫୫) ନାମକ ବ୍ୟକ୍ତି ଘର ପାଖରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ।…

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଉପନିୟମ…

ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ସୋମବାର ଓଡ଼ିଶା ବିଜେପି ସାଂସଦଙ୍କ ସହ ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ଐତିହ୍ୟ ପ୍ରସ୍ତାବିତ ଉପନିୟମ(ବାଇ-ଲ)କୁ ସ୍ଥଗିତ ରଖିବା ନେଇ ଆଲୋଚନା କରିବା ପରେ ଏହାକୁ ସଙ୍ଗେସଙ୍ଗେ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ମଦ ଜବତ…

ସାଲେପୁର: ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ମଦ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ରାଘବପୁର ଗ୍ରାମର ସୁକାନ୍ତ କୁମାର ବାଇଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ତିନି ପେଟି ଦେଶୀ ମଦ ଜବତ କରିଛି। ଆଗରୁ ବହୁବାର ସୁକାନ୍ତ ଗିରଫ ହେବା ନଜୀର ଅଛି। ସାଲେପୁରରେ…

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ…

ମୁମ୍ବାଇ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ ପ୍ରଦାନ କରିଛନ୍ତି। ଏହି ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି ମହାଭାରତ ଭୀଷ୍ମ ପିତାମହ ଭୂମିକାରେ…

୯ଥର କମାଣ୍ଡରସ୍ତରୀୟ ବୈଠକ ବିଫଳ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର କୌଣସି ସମଧାନ ହୋଇ ନାହିଁ। ଦୁଇ ଦେଶ ମଧ୍ୟରେ ହୋଇଥିବା ୯ଥର କମାଣ୍ଡରସ୍ତରୀୟ ବୈଠକରେ କୈଣସି ସମାଧାନ ହୋଇ ନାହିଁ। ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବା ବେଳେ ଏବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ…

ଜାରି ହେଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ। କଟକ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ମାଟ୍ରିକ ପରୀକ୍ଷା ସୂଚୀ। ମେ’ ୩ରୁ ଆରମ୍ଭ ହେବ ପରୀକ୍ଷା। ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ। ମେ ୯ ତାରିଖରେ ଭର୍ଚୁଆଲ ଆକ୍ଟ (…

ସଡ଼କ ଦୁର୍ଘଟଣାରେ ଅଙ୍ଗନବାଡି କର୍ମୀ ମୃତ

ରାଇରଙ୍ଗପୁର: ସଡ଼କ ଦୁର୍ଘଟଣାରେ ଅଙ୍ଗନବାଡି କର୍ମୀ ମୃତ ଓ ଜଣେ ଗୁରୁତର। ଏହି ଦୁର୍ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ସୁଣ୍ଢଳ ଗ୍ରାମ ନିକଟରେ ଘଟିଛି। ପ୍ରକାଶ ଯେ, ପୁରୁଣାଘାଟି ଗ୍ରାମର ଅଙ୍ଗନବାଡ଼ି ସହାୟିକା ଗୁରୁବାରୀ ମାଝୀ ଏବଂ ତାଙ୍କ ସ୍ବାମୀଙ୍କ ସହ ଅନ୍ୟ ଜଣେ ଅଙ୍ଗନବାଡ଼ି ସହାୟିକା…

ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧: ଏକାଠି…

ଦଶପଲ୍ଲା: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ। ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ। ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ସ୍ଥାନୀୟ କୁଆଁରିଆ ଜଳଭଣ୍ଡାର ନିକଟରେ ଅନୁଷ୍ଠିତ…

ବଢ଼ିବ ଶୀତ, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: କିଛି ଦିନ ଲୁଚକାଳି ଖେଳିବା ପରେ ଏବେ ପୁଣି ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ…

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ତୈଳଦର ଲଗାତାର ବଢ଼ିବାରେ ଲାଗିଛି। ତେଲ ଦର ବାରମ୍ବାର ବଢ଼ି ଚାଲିଥିବାରୁ ଯାତ୍ରୀବାହୀ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ବସ୍ ଆସୋସିଏସନର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ସାଧାରଣ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇ…