Odisha Link
Bridging the Missing Links in Odisha
Daily Archives

March 10, 2021

ଓଜେଏସ୍‍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ…

ଭୁବନେଶ୍ୱର: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‍) ପରୀକ୍ଷାରେ କିଟ୍‍ ଲ ସ୍କୁଲର ୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ପକ୍ଷରୁ ମଙ୍ଗଳବାର ଓଜେଏସ୍‍ -୨୦୧୯ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ମୋଟ୍‍ ୪୭ଜଣ କୃତକାର୍ଯ୍ୟ ହୋଇଛନ୍ତି। କେବଳ କିଟ୍ ଲ…

ଏଣିକି ଦିନକୁ ଏକ ଲକ୍ଷ ବୟସ୍କ…

ଭୁବନେଶ୍ୱର: ରାଜ୍ୟରେ ଏଣିକି ଦିନକୁ ଏକ ଲକ୍ଷ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ସ୍ୱାସ୍ଥ୍ୟ…

ଦ୍ଵିତୀୟ ବିବାହ ପାଇଁ ଆତ୍ମହତ୍ୟା ଉଦ୍ୟମ,…

ଢୋଲପୁର: ଦ୍ୱିତୀୟ ବିବାହ ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ବୃଦ୍ଧ। ପରିବାର ଲୋକ ଦ୍ୱିତୀୟ ବିବାହ ପାଇଁ ରାଜି ନହେବାରୁ ୬୦ ବର୍ଷୀୟ ବୟସ୍କ ବୃଦ୍ଧ ଜଣଙ୍କ ୧୧ କେଭି ବିଶିଷ୍ଟ ଏକ ବିଦ୍ୟୁତ ଖଣ୍ଟ ଉପରକୁ ଚଢ଼ିଯାଇଥିଲେ। ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଢ଼ୋଲପୁର ଜିଲ୍ଲାରେ। ସୂଚନା…

ଲିଙ୍ଗରାଜରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ମହାଶିବରାତ୍ରି। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବପୀଠ। ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳନ ହେବ ଜାଗର। ବହୁ ବିବାଦ ପରେ ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବାକୁ ଭକ୍ତଙ୍କୁ ମଳିଛି ଅନୁମତି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର…

କାଲି ମଧ୍ୟ ରାତି ଯାଏ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ପବିତ୍ର ଜାଗରକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ମୋ ବସ୍ ସେବାକୁ ସମ୍ପ୍ରସାରିତ କରିଛନ୍ତି। ୩୨ ନମ୍ବର ରୁଟ୍ (ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର) ବସ୍ ଚଳାଚଳ ସମୟ ବଢ଼ାଇ ଦିଆଯାଇଛି। ଜାଗର ପାଇଁ ଗୁରୁବାର ମଧ୍ୟ ରାତି ଯାଏ ମୋ ବସ୍ ଚାଲିବ ବୋଲି କ୍ରୁଟ୍ ସୂଚନା ଦେଇଛି।…

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ୱାଇ…

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା। ଗତ ରବିବାର ଦିନ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ‘ବ୍ରିଗେଡ୍‌ ଗ୍ରାଉଣ୍ଡ୍‌’ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ବିଜେପି’ରେ ସାମିଲ ହୋଇଥିଲେ। ବିଜେପିରେ ସାମିଲ ହେବା ପରେ ଆଜି ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୃହ…

ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଚାର ବେଳେ…

କଲିକତା: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ପ୍ରଚାର ବେଳେ ଆଜି ତୃଣମୂଳ ନେତ୍ରୀ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ପଛରେ ବିରୋଧୀଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ମମତା ଅଭିଯୋଗ କରିଛନ୍ତି। ତେବେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଥିବା ନେଇ…

ଜାଗର ପାଇଁ ସଜେଇ ହେଇଛି ଲିଙ୍ଗରାଜ

ଭୁବନେଶ୍ବର: ରାତି ପାଇଲେ ପବିତ୍ର ମହାଶିବରାତ୍ରି। ମହାଶିବରାତ୍ରି ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବାବେଳେ କରୋନା କଟକଣା ମଧ୍ୟରେ ପାଳନ ହେବ ଜାଗର। ବହୁ ବିବାଦ ପରେ ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବାକୁ ଭକ୍ତଙ୍କୁ ମଳିଛି ଅନୁମତି। କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ…

ବ୍ରାଜିଲ୍‌ରେ ୨୪ ଘଣ୍ଟାରେ ରେକର୍ଡ କଲା…

ବ୍ରାଜିଲ୍: ବ୍ରାଜିଲ୍‌ରେ ମହମାରୀ କରୋନାର ପ୍ରଭାବ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ପହଞ୍ଚିଛି। ୨୪ ଘଣ୍ଟା ୧୯୭୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ବ୍ରାଜିଲ୍‌ରେ କୋଭିଡ୍‌ ସଂକ୍ରମଣରେ ଏତେ ସଂଖ୍ୟକ ଲୋକ ଗୋଟିଏ ଦିନରେ ମୃତ୍ୟୁ…

ଶ୍ରୀମନ୍ଦିରର ବିକାଶ ପାଇଁ ନିଧି ସମର୍ପଣ…

ପୁରୀ: ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହି ମହତ୍ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ରାଜ୍ୟର ୪.୫ କୋଟି ଓଡିଆଙ୍କୁ ସାମିଲ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସଂହ ଦେବଙ୍କୁ…