Odisha Link
Bridging the Missing Links in Odisha
Daily Archives

March 10, 2021

ଆସନ୍ତାକାଲି ଧବଳେଶ୍ୱର ପୀଠରେ ୧୪୪ ଧାରା…

ଆଠଗଡ଼: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ବାବା ଧବଳେଶ୍ୱର ପୀଠରେ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳନ କରାଯାଏ। ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ କାଲି ସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତା କାଲି…

ଖାଇକୁ ଖସିଲା ବସ୍, ୯ ଯାତ୍ରୀ ମୃତ

ହିମାଚଳ ପ୍ରଦେଶ: ଖାଇକୁ ଖସିଲା ବସ୍। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଟିସା ସବଡିଭିଜନ ଅନ୍ତର୍ଗତ କଲୋନୀ ମଡ୍ ଠାରେ ଖାଇରେ ଖସିଲା ଯାତ୍ରୀବାହୀ ବସ୍। ବସ୍ ପ୍ରାୟ ୨୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଛି। ଦୁର୍ଘଟଣା କାରଣରୁ ୯ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ…

ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂ ରାୱତ। ଏନେଇ ରାଜ୍ୟପାଳ ବେବିରାଣୀ ମୋର୍ଯ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ…

ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ପୁଅ ରୋନିତ୍

ଭୁବନେଶ୍ୱର: ଏନ୍‌ଡିଏ ଟପ୍ପର ହେଲେ ଓଡ଼ିଆ ପୁଅ ରୋନିତ୍। ନ୍ୟାସନାଲ୍‌ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ୍ ରଞ୍ଜନ ନାୟକ। ରୋନିତ୍‌ ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ…

ରାଜ୍ୟର ସମ୍ବେଦନଶୀଳ ଜଙ୍ଗଲ ଗୁଡ଼ିକରେ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀଠାରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଶିମିଳିପାଳ ଜାତୀୟ ଅଭୟାରଣ୍ୟ ସମେତ ଓଡ଼ିଶାର ବିଭିନ୍ନ ପରିବେଶ ସମ୍ବେଦନଶୀଳ…

ଶିମିଳିପାଳରେ କୁଆପଥର ବର୍ଷା

ବାରିପଦା: ୨ ସପ୍ତାହରୁ ଊର୍ଦ୍ଧ୍ବ ଦିନ ହେଲାଣି ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ବନବିଭାଗ ଓ ଓଡ୍ରାଫ୍ଟ ଟିମ୍‌ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରୋଯାଇ ପାରିନାହିଁ। ନିଆଁକୁ ନେଇ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ଆଜି…

ଶିମିଳିପାଳ ଜଙ୍ଗଲ ପାଇଁ ଏବିଭିପିର…

ଭୁବନେଶ୍ବର: ଏବିଭିପି ଅପୁପ୍ରାଣିତ ଏସଏଫଡି ପକ୍ଷରୁ ଶିମିଳିପାଳ ଜଙ୍ଗଲ ପରିସରରେ ଘଟିଥିବା ବନାଗ୍ନି ସମ୍ପର୍କରେ ସିଗ୍‌ନେଚର କ୍ୟାପେନିଙ୍ଗ୍‌ କରି ସାଧାରଣ ଜନତାଙ୍କ ପ୍ରତିପିୟା ଜାଣିବାକୁ ଚେଷ୍ଟା କରାଯାଇଅଛି। ଜନ ସାଧାରଣ ସମ୍ବେଦନ ଜଣାଇବା ସହ ବିଶ୍ବବ୍ୟାପି ଘଟୁଥିବା ବନାଗ୍ନିର କାରଣ, ଅଗ୍ନି…

ରାଜ୍ୟର ସବୁ ବନ କର୍ମଚାରୀଙ୍କ ଛୁଟି…

ଭୁବନେଶ୍ୱର: ରାଜ୍ୟର ପ୍ରାୟତଃ ବହୁ ଜଙ୍ଗଲ ଏବେ ଜଳୁଛି। ଅନେକ ଦିନ ହେଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ଶିମିଳିପାଳ ଓ ଅନ୍ୟ ଜଙ୍ଗଲରେ ନିଆଁକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଆଜି ରାଜ୍ୟ ସରକାର ଏହି ନିଷ୍ପତ୍ତି…

ଶିମିଳିପାଳ ବନାଗ୍ନି ନିରୀକ୍ଷଣ ପାଇଁ…

ଭୁବନେଶ୍ୱର: ଶିମିଳିପାଳ ବନାଗ୍ନି ନିରୀକ୍ଷଣ ପାଇଁ ଆସିବ କେନ୍ଦ୍ରୀୟ ଟିମ୍। ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଶିମିଳିପାଳ ଆସିବ। ଶିମିଳିପାଳ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ବେଳେ ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ…

ବିଜୁବାବୁଙ୍କର ସାନପିଲା ନୂଆପଡ଼ା ଏବେ…

ନୂଆପଡା: ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ନୂଆପଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର…