Odisha Link
Bridging the Missing Links in Odisha
Daily Archives

March 10, 2021

ଲାଲୁଙ୍କ ରେଜେଇ-ତକିଆ ଚୋରି ,ପୁଲିସ…

ରାଞ୍ଚି : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆରଜେଡି ପ୍ରମୁଖ ଲାଲୁ ଯାଦବଙ୍କ ରେଜେଇ, ଗଦି ଏବଂ ତକିଆ କେହି ଚୋରି କରି ନେଇଛି। ତାଙ୍କୁ ଝାଡଖଣ୍ଡ ରାଜଧାନୀ ରାଞ୍ଚି ସ୍ଥିତ ରିମ୍ସ ପକ୍ଷରୁ ରେଜେଇ, ଗଦି ଏବଂ ତକିଆ ଦିଆଯାଇଥିଲା। ପ୍ରକାଶ ଯେ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଲାଲୁ ଯାଦବ…

ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍

ପୁରୀ: ଆଜି ଶ୍ରୀମନ୍ଦିର ଅର୍ଥ ବୈଠକ ଶେଷ ହୋଇଯାଇଛି। ବୈଠକରେ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଉକ୍ତ ବଜେଟକୁ ଆଗାମୀ ଦିନରେ ହେବାକୁ ଥିବା ପରିଚାଳନା କମିଟିରେ ଅନୁମୋଦିତ କରାଯିବ । ଏନେଇ…

ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୫ଲକ୍ଷ…

କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ ଲୁଟେରା ମାନଙ୍କ ଦୁର୍ବୃତ୍ତ ବଢିବାରେ ଲାଗିଛି। ଆଜି ଜଣେ ବ୍ୟବସାୟୀଙ୍କଠୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ସାମ୍ନା ଆସିଛି। ଏହି କୁଟ ଘଟଣାଟି ଜୁନାଗଡ଼ ଥାନା କଲମପୁର ଛକ କାଞ୍ଚନ ଜୁଏଲାରୀରେ ଘଟିଛି। ତେବେ ଲୁଟର ଭିିଜୁଆଲ ସିସିଟିଭିରେ କଏଦ ହୋଇଛି ।…

ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ…

ଭୁବନେଶ୍ୱର: ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ରହିବ କ୍ଳାସ। ଏ ନେଇ ସବିଶେଷ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାର୍ଚ୍ଚ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ସମସ୍ତ କୋର୍ସ କଭର ହୋଇଯିବ ।  ରେଗୁଲାର କ୍ଲାସର ଆଉ ଆବଶ୍ୟକତା ରହିବ ନାହିଁ । ଏପ୍ରିଲ ମାସରୁ ରିଭିଜନ କ୍ଲାସ ଆରମ୍ଭ…

ରାଜ୍ୟରେ କରୋନା: ୬୯ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା  ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୯୨୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।…

ଆଜି ଶ୍ରୀମନ୍ଦିର ଅର୍ଥ ସବ୍‌ କମିଟି ବୈଠକ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅର୍ଥ ସବ୍‌ କମିଟି ବୈଠକ ଅନୁଷ୍ଠିତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ବସିଛି ବୈଠକ । ଏହି ଅର୍ଥ ସବ୍ କମିଟି ବୈଠକରେ ୨୦୨୧ -୨୨ର ବାର୍ଷିକ ବଜେଟ୍ ଅଟକଳ ଉପସ୍ଥାପନ କରାଯିବ। ବୈଠକରେ…

ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବ…

ନୂଆଦିଲ୍ଲୀ: ସରକାର ଡାକ୍ତରଖାନାରେ ମାଗଣାରେ ମିଳିବ କରୋନା ଟିକା। ଦିଲ୍ଲୀ ଲୋକଙ୍କ ପାଇଁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ କରୋନା ଟିକା ମିଳିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିିସୋାଦିଆ ବଜେଟ୍ ଉପସ୍ଥାପନରେ କହିଛନ୍ତି। ବଜେଟ୍‌ରେ ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଫଳରେ…

ଉତ୍ତରାଖଣ୍ଡ: ତୀରଥ ସିଂହ ରାଓ୍ବତ ହେବେ…

ଡେରାଡୁନ୍: ଦେବଭୂମି ଉତ୍ତରାଖଣ୍ଡରେ ବିଗତ ୨୪ ଘଣ୍ଟା ଧରି ଲାଗି ରହିଥିଲା ରାଜନୈତିକ ହଟଚମଟ। ଏବେ ଏଥିରେ ଲାଗିଛି ବିରାମ। କାରଣ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ ଇସ୍ତଫା ପରେ ତୀରଥ ସିଂହ ରାଓ୍ବତ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। https://twitter.com/ANI/status/1369526459849576449…

ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ ,୨ଶିଶୁ…

ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ଚାଲିଗଲା ୨ ଶିଶୁ ପୁତ୍ରଙ୍କ ଜୀବନ। ବାଇକ୍‌ ଉପରେ ମାଡିଗଲା ଟ୍ରକ। ଯାହାଫଳରେ ୨ଜଣ ଶିଶୁଙ୍କର ମୃତ୍ୟୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଜାତୀୟ ରାଜପଥରେ ଘଟିଛି। ପ୍ରକାଶ ଯେ, ଏକ ବାଇକ୍‌ ଯୋଗେ ବାପା ,…

ମହିଳା ବିଧାୟିକାଙ୍କ ଗାଲ ଭିଡ଼ିଲେ…

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ନିର୍ବାଚନୀ ଋତୁ। ଯାହାଫଳରେ ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇଛି ବେଙ୍ଗଲ। ମମତାଙ୍କ ଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହେବା ପାଇଁ କରୁଛି ଜୋରଦାର ପ୍ରଚାର। ଅନ୍ୟପଟେ ମମତା ନିଜ ଗଡ଼କୁ ପୁନର୍ବାର ଦଖଲ କରିବା ପାଇଁ କରୁଛନ୍ତି ସମସ୍ତ ଚେଷ୍ଟା। ପଶ୍ଚିମବଙ୍ଗରେ ରାଜନୈତିକ…