Odisha Link
Bridging the Missing Links in Odisha

ଖସିଲା ସେନସେକ୍ସ ପଏଣ୍ଟ

ମୁମ୍ବାଇ: ଖସିଲା ସେନସେକ୍ସ ପଏଣ୍ଟ। ଆଜି ସକାଳ ୯:୧୭ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୮୩୬.୧୮ ପଏଣ୍ଟର ପତନ ସହିତ ଖୋଲିଥିବାବେଳେ ୪୮,୭୫୫.୧୪ ପଏଣ୍ଟ ରେ ରହିଥିଲା । ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ର ନିଫ୍ଟି ୨୬୯.୨୦ ପଏଣ୍ଟ ଖସି ୧୪,୭୫୫.୬୫ ରେ କାରବାର ଆରମ୍ଭ ହୋଇଥିଲା।

ପୁଣି ସକାଳ ୯.୩୨ ରେ ସେନସେକ୍ସ ୧୪୦୪.୪୭(୨.୮୩%) ପଏଣ୍ଟ ଖସି ୪୮,୧୮୬.୮୫ ଏବଂ ନିଫ୍ଟି ୪୧୬.୩୦ ପଏଣ୍ଟ ତଳକୁ ଖସି ୧୪,୪୧୮.୫୫ ରହିଥିଲା।

ଆଜିର ପ୍ରମୁଖ ସେୟାର ମଧ୍ୟରେ, Infosysର ଅତିରିକ୍ତ ସେୟାର ଗୁଡିକ ତଳକୁ ହୋଇଥିଲା । ସେହିଭଳି Hindustan Unilever Ltd, Sun Pharma, Nestle India, Dr Reddy’s, TCS, HDFC, Bajaj Auto, Bajaj Finance, Indusind Bank, Reliance, Tech Mahindra, ITC, ICICI Bank, HCL Tech, Power Grid ଏବଂ ONGC ର ସେୟାର ମଧ୍ୟ ତଳକୁ ଖସିଛି।

Leave A Reply

Your email address will not be published.