Odisha Link
Bridging the Missing Links in Odisha
Daily Archives

April 12, 2021

ପିପିଲି ଓ ଡେଲାଙ୍ଗ ଚାହେଁ ପରିବର୍ତ୍ତନ…

ପିପିଲି: ପିପିଲି ଓ ଡେଲାଙ୍ଗ ହେଉଛି କଳା ସଂସ୍କୃତିର ମାଟି। ହେଲେ ତାକୁ ରକ୍ତରଂଜିତ କରିଲା କିଏ ? କାହା ପ୍ରରୋଚନାରେ ପିପିଲି ଓ ଡେଲାଙ୍ଗରେ ହୋଇଛି ୩୦ ରାଜନୈତିକ ହତ୍ୟାକାଣ୍ଡ ? କିଏ ହୋଇଛି ଲାଭବାନ, କିଏ ସହିଛି କ୍ଷତି ? କିଏ ମନ୍ତ୍ରୀ-ବିଧାୟକ ହେଲେ ଆଉ କାହାର ପୁଅ ମଲା ବୋଲି ବିଜେପି ବିଧାୟକ…

ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି…

ଭୁବନେଶ୍ୱର: ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଦାନ କରିବା ପାଇଁ ଘୋଷଣା କରିଥିବାରୁ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ମୁଖ୍ୟମନ୍ତ୍ରୀଙ୍କ ୧୪ଦିନିଆ ମାସ୍କ…

କଟକ: ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢାଇବା ପାଇଁ ଭାତରର ପୂର୍ବ ଦିଗରେ ଅବସ୍ଥିତ ଓଡିଶାର ଏକ ପ୍ରମୁଖ କର୍ପୋରେଟ ହାଉସ ଓଡ଼ିଶା ଷ୍ଟେବେଡ୍ରସ ଲିମିଟେଡ଼(ଓଏସଏଲ) ପକ୍ଷରୁ bଏକଲକ୍ଷ ମାସ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରୋନା…

ପିପିଲି ଉପନିର୍ବାଚନ: ରୁଦ୍ରଙ୍କ ପାଇଁ…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୌତିକ ମାହୋଲ ସରଗରମ ଥିବା ବେଳେ ଜୋର ଧରିଛି ପ୍ରଚାର ପ୍ରସାର। ସବୁ ଦଳ ନିଜ ପାର୍ଥିୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଆଜି ପ୍ରଚାର ମୈଦାକୁ ଓଲ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ନବୀନଙ୍କ…

କାଳବୈଶାଖୀ ଆଶଙ୍କା, ୧୧ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଏନେଇ ଆଜି  ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ  ଏକ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମାଲକାନାଗିରି, କୋରାପୁଟ, ରାୟଗଡ଼ା,…

ବିମାନ ଯାତ୍ରୀଙ୍କ ଖାଦ୍ୟ ଉପରେ କଟକଣା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହେଇ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିମାନ ଯାତ୍ରୀଙ୍କ ଖାଦ୍ୟ ଉପରେ କଟକଣା ଲଗାଯାଇଛି। ୨ଘଣ୍ଟାରୁ କମ ବିମାନ ଯାତ୍ରରେ ଯାତ୍ରୀଙ୍କୁ ବିମାନରେ ଖାଦ୍ୟ ଯୋଗାଇ ଦିଆଯିବ ନାହିଁ। ଯଦି ଗନ୍ତବ୍ୟସ୍ଥଳରେ…

ପିପିଲି ଉପନିର୍ବାଚନକୁ ମୁକ୍ତ ଓ ଅବାଧ…

ଭୁବନେଶ୍ୱର: ସାରା ଭାରତ ବିକାଶ ବାଦର ରାଜନୀତି ଚାହୁଁଛି। ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରକୁ ଦେଶବାସୀ ଆପଣାଇଛନ୍ତି। ସେହି କ୍ରମରେ ଚଳିତ ଉପନିର୍ବାଚନରେ ପିପିଲିବାସୀ ପରିବର୍ତ୍ତନ ମୁହାଁ ହୋଇଛନ୍ତି। ଦୀର୍ଘ ୩୫ ବର୍ଷର ଗୁଣ୍ଡାରାଜକୁ ଛାଡି ପିପିଲି-ଡେଲାଙ୍ଗବାସୀ…

ସ୍ପୁଟନିକ-ଭି ଟିକାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। କରୋନାକୁ ପ୍ରତିହତ ପାଇଁ ଟିକାକରଣ କରାଯାଉଥିବା ବେଳେ ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମଳିଛି। ଭାରତରେ ତୃତୀୟ କରୋନା ଟିକା ଭାବେ ସ୍ପୁଟନିକ-ଭିକୁ ବ୍ୟବହାର ଅନୁମତି ମିଳିଛି। ଭାରତରେ ସ୍ପୁଟନିକ-ଭିକୁ ଜରୁରୀ ବ୍ୟବହାର…

୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି…

ଭୁବନେଶ୍ୱର: ରାଜ୍ୟର ଦୁଇଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି କରିଛନ୍ତି କୁଳାଧିପତି। ବଲାଙ୍ଗିରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି। ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତିଭାବେ ନିଯୁକ୍ତ…

ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସଂକଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଖରାଦିନ ପାଇଁ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ…