Odisha Link
Bridging the Missing Links in Odisha

ସ୍ପୁଟନିକ-ଭି ଟିକାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। କରୋନାକୁ ପ୍ରତିହତ ପାଇଁ ଟିକାକରଣ କରାଯାଉଥିବା ବେଳେ ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମଳିଛି। ଭାରତରେ ତୃତୀୟ କରୋନା ଟିକା ଭାବେ ସ୍ପୁଟନିକ-ଭିକୁ ବ୍ୟବହାର ଅନୁମତି ମିଳିଛି। ଭାରତରେ ସ୍ପୁଟନିକ-ଭିକୁ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମଳିଛି।

Leave A Reply

Your email address will not be published.