Odisha Link
Bridging the Missing Links in Odisha
Daily Archives

April 12, 2021

ଭୁବନେଶ୍ୱରରେ ହେବ କର୍କଟ ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ କର୍କଟ ହସ୍ପିଟାଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲକୁ ମଞ୍ଜୁରୀ ମିଳିଛି। କ୍ୟାନସର…

ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି କରୋନ। ହୁହୁ ହେଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ମୁତାବକ, ଗାଇଡ୍…

ବିଏମସିର ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା…

ଭୁବନେଶ୍ୱର: ଅଣାୟତ କଲାଣି ମହାମାରୀ କରୋନା। ହୁ ହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିିତି ସୃଷ୍ଟି କଲାଣି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପୁଣି ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ରାଜଧାନୀରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ…

କେନ୍ଦ୍ର ଡେପୁଟେସନ୍‌ରେ ସନ୍ତୋଷ ଷଡ଼ଙ୍ଗୀ

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନ୍‌ରେ ସନ୍ତୋଷ ଷଡ଼ଙ୍ଗୀ। ୧୯୯୪ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡ଼ଙ୍ଗୀଙ୍କୁ କେନ୍ଦ୍ର ସ୍କୁଲ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବଭାବେ ନିଯୁକ୍ତି ଦିଆଯାଇଛି। ନୂଆ ନିଯୁକ୍ତି ପରେ ରାଜ୍ୟସରକାର ସନ୍ତୋଷ ଷଡ଼ଙ୍ଗୀଙ୍କୁ ରିଲିଭ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ…

କର୍ମୀଙ୍କୁ ଆକ୍ରମଣ: ନିର୍ବାଚନ…

ଭୁବନେଶ୍ବର: ରାଜନୈତିକ ତାତିରେ ଉଷ୍ମ ହୋଇ ଉଠିଛି ପିପିଲି। ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ପିପିଲି ହିଂସା ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଦଳର…

କରୋନା ସଂକ୍ରମିତଙ୍କ ପାଇଁ କଲ୍‌ ସେଣ୍ଟର…

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବ ସେହି ସଂଖ୍ୟାରେ ମେଡ଼ିକାଲ ପ୍ରସ୍ତୁତ…

କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶା ଆସିଲେ…

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଆସିଛନ୍ତି। ତେବେ ସରକାରୀ ନିୟମ ମାନି ସେ ନିଜର କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଆଜି ପୂର୍ବାହ୍ନରେ କୋଳକାତାରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇବା ପରେ ସେ ନିଜର…

ଖସିଲା ସେନସେକ୍ସ ପଏଣ୍ଟ

ମୁମ୍ବାଇ: ଖସିଲା ସେନସେକ୍ସ ପଏଣ୍ଟ। ଆଜି ସକାଳ ୯:୧୭ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୮୩୬.୧୮ ପଏଣ୍ଟର ପତନ ସହିତ ଖୋଲିଥିବାବେଳେ ୪୮,୭୫୫.୧୪ ପଏଣ୍ଟ ରେ ରହିଥିଲା । ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ର ନିଫ୍ଟି ୨୬୯.୨୦ ପଏଣ୍ଟ ଖସି ୧୪,୭୫୫.୬୫ ରେ କାରବାର ଆରମ୍ଭ ହୋଇଥିଲା। ପୁଣି ସକାଳ ୯.୩୨ ରେ…

ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ। କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ। ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଥିବା ଘଟଣାରେ ଯଦି ଷଡ଼ଯନ୍ତ୍ର କଥା ଜଣାପଡେ଼ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଇଦର ଫେରାର ଘଟଣାରେ ନିଜର ପ୍ରତିକ୍ରିୟା ରଖି ଏହା…

ନୟାଗଡ଼: ରେଳ ଷ୍ଟେସନରେ ଆତଙ୍କରାଜ,…

ନୟାଗଡ଼: ନୟାଗଡ଼ ରେଳ ଷ୍ଟେସନ ପରିସରରେ ଦିନକୁ ଦିନ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଵିଶେଷ କରି ସନ୍ଧ୍ୟା ସମୟରେ ଅସାମାଜିକ ଲୋକମାନେ ମଦ୍ୟପାନ କରିବା ସହ ନାନା ପ୍ରକାର ଚୋରି ଡକାୟତି ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ହୋଇ ଆସୁଛି। ରେଳ ଷ୍ଟେସନରେ ବିଦ୍ୟୁତିକରଣ…