Odisha Link
Bridging the Missing Links in Odisha

କେନ୍ଦ୍ର ଡେପୁଟେସନ୍‌ରେ ସନ୍ତୋଷ ଷଡ଼ଙ୍ଗୀ

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନ୍‌ରେ ସନ୍ତୋଷ ଷଡ଼ଙ୍ଗୀ। ୧୯୯୪ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ସନ୍ତୋଷ ଷଡ଼ଙ୍ଗୀଙ୍କୁ କେନ୍ଦ୍ର ସ୍କୁଲ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବଭାବେ ନିଯୁକ୍ତି ଦିଆଯାଇଛି।

ନୂଆ ନିଯୁକ୍ତି ପରେ ରାଜ୍ୟସରକାର ସନ୍ତୋଷ ଷଡ଼ଙ୍ଗୀଙ୍କୁ ରିଲିଭ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କ ରିଲି ପରେ ତାଙ୍କ ସ୍ଥାନରେ ମନୋଜ ମିଶ୍ରଙ୍କୁ ବିଜ୍ଞାନ ଓ ବୈଷୟିକ ସଚିବଭାବେ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.