Odisha Link
Bridging the Missing Links in Odisha
Daily Archives

July 15, 2021

ପରଲୋକରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ନୟାଗଡ଼: ଆଉ ନାହାନ୍ତି ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଈଶ୍ୱର ବିଶୋଇ। ଗୁରୁବାର ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି। ବାର୍ଦ୍ଧ୍ୟକ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଶ୍ରୀ ବିଶୋଇ ରଣପୁର ବ୍ଲକର ମଝିଆଖଣ୍ଡ ଗ୍ରାମରେ ୧୯୨୧ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମ…

ସରିଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା…

କଟକ: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍‌ ଲାଇନ୍‌ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମାଟ୍ରିକ୍‌…

ଦେଶର ସ୍କିଲ୍‌ ଇକୋସିଷ୍ଟମକୁ ସୁଦୃଢ଼ କରିବ…

ନୂଆଦିଲ୍ଲୀ: ନୂଆପିଢ଼ିର ଯୁବକଙ୍କ ପାଇଁ ସ୍କିଲ୍‌ ଡ଼େଭଲପମେଂଟ୍‌ ଏକ ରାଷ୍ଟ୍ରୀୟ ଆବଶ୍ୟକତା ଏବଂ ଆତ୍ମନିର୍ଭର ଭାରତର ବଡ଼ ଆଧାର । ବିଗତ ୬ ବର୍ଷରେ ଯେଉଁ ଆଧାର ଏବଂ ଯେଉଁ ନୂଆ ସଂସ୍ଥାନ ହୋଇଛି ସେହି ସାମୂହିକ ଶକ୍ତିକୁ ଏକାଠି କରି ଆମକୁ ନୂଆ କରି ସ୍କିଲ୍‌ ଇଣ୍ଡିଆ ମିଶନକୁ ଗତି ଦେବାକୁ ହେବ ବୋଲି ବିଶ୍ୱ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା, ୨୬…

ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ…

କେବେ ଖୋଲିବ ସ୍କୁଲ, କଲେଜ?

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ଏବେ ବି ରାଜ୍ୟର ୧୦ ଜିଲ୍ଲାରେ କରୋନା ସଂକ୍ରମଣରେ ଲାଗିନି ବିରାମ। ଏସବୁ ମଧ୍ୟରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ରହିବ ବୋଲି ସେ…

ଟିମ୍ ଇଣ୍ଡିଆର ବଢିଲା ଚିନ୍ତା, ପନ୍ତଙ୍କ…

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା। ଭାରତୀୟ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଷଭଙ୍କ ବ୍ୟତୀତ ଅନ୍ୟ ଜଣେ ଖେଳାଳୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଏବେ ସୁସ୍ଥ ଅଛନ୍ତି। ତେବେ ରିଷଭ ଏବେ ସଙ୍ଗରୋଧରେ ଥିବା ସୂଚନା…

ସତ୍ୟ ସାଇ ଏନ୍‌କ୍ଲେଭ୍‌ ଅଞ୍ଚଳକୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ହେଲେ ଖୋର୍ଦ୍ଧା, କଟକ ଭଳି ଜିଲ୍ଲାରେ କରୋନା ମାମଲା ଏବେ ବି ଉପରମୁହାଁ ଅଛି। ଏସବୁ ମଧ୍ୟରେ ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ସତ୍ୟ ସାଇ ଏନ୍‌କ୍ଲେଭକୁ କନଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି। ସଂକ୍ରମଣ ମାତ୍ରା ବୃଦ୍ଧି ପାଇଥିବାରୁ…

ରଥଯାତ୍ରାରେ କଟକଣା ଉଲ୍ଲଂଘନ ମାମଲା, ୧୦…

ପୁରୀ: ସରିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀରେ ପୂଜା ପାଉଛନ୍ତି ଶ୍ରୀଜିଉ। ହେଲେ ରଥଯାତ୍ରା ସମୟରେ କିଛି ବ୍ୟକ୍ତି SOP ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାଥମିକ ପ୍ରର୍ଯ୍ୟାୟରେ ତଦନ୍ତ କରାଯାଇ ମୋଟ ୧୦ ଜଣଙ୍କ ନାଁରେ…

ଆଂଶିକ ଲକଡାଉନ: ସବୁ ପାର୍ଲର, ସ୍ପା,…

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଆସିଲା ଜୁଲାଇ ସାସ ପାଇଁ ନୂଆ ଗାଇଡଲାଇନ। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି। ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ…

ଆଂଶିକ ଲକଡାଉନରେ ବସ୍ ଚଳାଚଳକୁ ମିଳିଲା…

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଆସିଲା ଜୁଲାଇ ସାସ ପାଇଁ ନୂଆ ଗାଇଡଲାଇନ। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି। ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ…