Odisha Link
Bridging the Missing Links in Odisha
Daily Archives

August 12, 2021

ଛୋଟ ସହରର ବିକାଶ ଉପରେ ଦିଆଯାଉଛି ଅଧିକ…

ଭୁବନେଶ୍ବର: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଦିଗପହଣ୍ଡି ଠାରେ ଏକ କଟନ୍‌ ଗିନିଙ୍ଗ ଏବଂ ପ୍ରେସିଙ୍ଗମିଲ୍ ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ…

ଐତିହାସିକ ଗ୍ରାଉଣ୍ଡରେ ଆଣ୍ଡରସନ୍‌ଙ୍କ…

ଲଣ୍ଡନ: ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍। ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍‌ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା।…

ସୁରକ୍ଷାକର୍ମୀଙ୍କ ଗାଡି ଉପରେ ଆତଙ୍କବାଦୀ…

ଶ୍ରୀନଗର: ଶ୍ରୀନଗର ଠାରେ ଆତଙ୍କବାଦୀ ଆକ୍ରମଣ। ବିଏସଏଫର ଏକ ଗାଡି ଉପରେ ଆତଙ୍କାବାଦୀମାନେ ଆକ୍ରମଣ କରିଛନ୍ତି। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ଫସି ରହିଥିବା କୁହାଯାଇଛି। ସୂଚନା ମୁତାବକ, ବିଏସଏଫର ଏକ ଗାଡି ମାଲପୋରା ଜିଲ୍ଲାର…

ଟିକା ନ ନେବାରୁ ବାୟୁସେନା କର୍ମଚାରୀଙ୍କୁ…

ଅହମ୍ମଦାବାଦ: କରୋନା ଟିକା ନ ନେବାରୁ କର୍ମଚାରୀଙ୍କୁ ବହିଷ୍କାର କଲା ବାୟୁସେନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଜରାଟ ହାଇକୋର୍ଟ ଗୁରୁବାର ଏହି ସୂଚନା ଦେଇଛନ୍ତି। ତେବେ ଟିକାକରଣ ନିଯୁକ୍ତି ସର୍ତ୍ତରେ ସାମିଲ ଥିବାର ଅତିରିକ୍ତ ସୋଲିସିଟର ଜେନେରାଲ ଦେବାଙ୍ଗ ବ୍ୟାସ୍‌ ବାୟୁସେନା କର୍ପୋରାଲ ୟୋଗେନ୍ଦ୍ର…

ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ୫ଟି ଜିଲ୍ଲା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକୁ…

ବଡ଼ ଧରଣର ଆକ୍ରମଣ ଯୋଜନା କରୁଛି ଆତଙ୍କୀ…

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ପାକିସ୍ତାନର ଦୁଇ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତାଏବା। ଗୁଇନ୍ଦା ବିଭାଗ ଏପରି ତଥ୍ୟ ଦେବା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି। ଗୁଇନ୍ଦା ବିଭାଗ ମୁତାବକ, ଭାରତରେ ହିଂସା ସୃଷ୍ଟି…

ରକ୍ଷାବନ୍ଧନ ପୂର୍ବରୁ ମହିଳା…

ନୂଆଦିଲ୍ଲୀ: ରକ୍ଷାବନ୍ଧନ ପୂର୍ବରୁ ମହିଳା ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ନାରୀଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାମନ୍ତ୍ରୀ ମୋଦି ଦୀନଦୟାଲ ଅନ୍ତଦୋୟ ଯୋଜନା, ରାଷ୍ଟ୍ରୀୟ ଗ୍ରାମୀଣ ଜୀବୀକା ମିଶନ…

ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି: ରାହୁଲ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟ ପୂର୍ବରୁ ଶେଷ ହୋଇଯାଇ ଥିବା ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଏକ ମିଳିତ ପଦଯାତ୍ରା କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ୧୨ରୁ ଅଧିକ ରାଜନୈତିକ ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ…

ଖରସ୍ରୋତା ପ୍ରକଳ୍ପ ବିବାଦ: ମୁହାଁମୁହିଁ…

କେନ୍ଦ୍ରାପଡ଼ା: ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ। ରାଜକନିକାର ଭାରିଗଦାରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହ ପୁଲିସ ମୁହାଁମୁହିଁ ହୋଇଛି। ପ୍ରକଳ୍ପକୁ ବିରୋଧ କରୁଥିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ।…

୧୫୨ ପୁଲିସଙ୍କୁ ମିଳିବ କେନ୍ଦ୍ର…

ନୂଆଦିଲ୍ଲୀ: ତଦନ୍ତରେ ଔତ୍କର୍ଷ୍ୟ ପାଇଁ ୧୫୨ ପୁଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଦିଆଯିବା…