Odisha Link
Bridging the Missing Links in Odisha
Daily Archives

August 12, 2021

ଆଜି ବିଶ୍ୱ ହସ୍ତୀ ଦିବସ

ଓଏଲ ବ୍ୟୁରୋ: ଆଜି ବିଶ୍ୱ ହସ୍ତୀ ଦିବସ। ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା। ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ନେଇ ବିଶ୍ୱବାସୀ ଏହି ଦିନଟିକୁ ପାଳନ କରିଥାନ୍ତି। ହାତୀ ଏକ ଶାକାହାରୀ, ବିଶ୍ୱସ୍ତ ଓ ଶାନ୍ତିପ୍ରିୟ ପ୍ରାଣୀ। ଜୈବ ବିବିଧତାର ସୁରକ୍ଷା ଓ ସନ୍ତୁଳନ ପାଇଁ ହସ୍ତୀର…

ଅଗଷ୍ଟ ୧୬ରେ ପୁରୀ ଆସିବେ କେନ୍ଦ୍ର…

ପୁରୀ: ଆସନ୍ତା ଅଗଷ୍ଟ ୧୬ ତାରିଖରେ ପୁରୀ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ। ପୁରୀର ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍‌ ତଥ୍ୟ ସଂଗ୍ରହ କରାଯାଉଛି। ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ ରେଳ ପଥ ପ୍ରକଳ୍ପ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ:…

ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜୋରଦାର ପ୍ରସ୍ତୁତି କରିଛି। ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ିଲାଣି। ସବୁବେଳେ ଆମକୁ ସତର୍କ ରହିବାକୁ ପଡ଼ିବ। ସାବଧାନ ରହିବାକୁ ପଡ଼ିବ। ନିୟମ ମାନନ୍ତୁ ତାହେଲେ ଆମେ କରୋନାକୁ ନିୟନ୍ତ୍ରଣ…

ଦୁଇ ଶିଶୁଙ୍କୁ ତଣ୍ଟି ଚିପି ହତ୍ୟା,…

କଳାହାଣ୍ଡି: ଦୁଇ ଶିଶୁଙ୍କୁ ତଣ୍ଟି ଚିପି ହତ୍ୟା। ଗୋଆରୁ କଙ୍କାଳ ଜବତ କଲା ଧର୍ମଗଡ ପୋଲିସ। ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରିଗୁମ୍ମା ଗାଁର ଜଣେ ବିଧବା ମହିଳା ଗୁରୁବାରୀ ମାଝୀ ଓ ଜଣେ ଯୁବତୀ ଗାୟତ୍ରୀ ନାଗ ଦାଦନ ଖଟିବାକୁ ଗୋଆ ଯାଇଥିଲେ। ସେହିଠାରେ ତ୍ରିପାଳ ନାଏକ ଲୋକ…

କଂଗ୍ରେସ ଆକାଉଣ୍ଟରେ ତାଲା ପକାଇଲା…

ନୂଆଦିଲ୍ଲୀ: ଟ୍ବିଟର ଓ କଂଗ୍ରେସ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ବିଟର ଆକାଉଣ୍ଟ ପରେ ପାର୍ଟିର ଆକାଉଣ୍ଟରେ ତାଲା ପକାଇଲା ଟ୍ବିଟର। ଗୁରୁବାର ଦିନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦଳର ଟ୍ବିଟର ଆକାଉଣ୍ଟକୁ ଲକ୍‌ କରାଯାଇଛି। ହେଲେ ଆମେ ଆମ ଲଢ଼େଇ ଜାରି ରଖିବୁ।

ଭୂସ୍ଖଳନ ପରେ ହିମାଚଳ ପ୍ରଦେଶରେ ଭୂକମ୍ପ…

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂସ୍ଖଳନ ପରେ ଭୂକମ୍ପ ଝଟକା। ଶିମଲାରେ ସକାଳ ୭ଟା ୫୮ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶିମଲା ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛନ୍ତି। ତେବେ ଜନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଭୂକମ୍ପ କେନ୍ଦ୍ର ଶିମଲାରୁ ୧୦ କିଲୋମିଟର ଦୂର ଥିଲା…

ଇସ୍ରୋର ମିଶନକୁ ଝଟ୍‌କା: ବିଫଳ ହେଲା…

ନୂଆଦିଲ୍ଲୀ: ଇସ୍ରୋର ମିଶନକୁ ଝଟକା। ଭାରତର ଆଇ ଇନ୍‌ ସ୍କାଏ ମିଶନ ବାଧାପ୍ରାପ୍ତ। ଅଧାରେ ଅଟକିଲା EOS-03, ଅତ୍ୟାଧୁନିକ ସାଟେଲାଇଟ୍ ଜିସାଟ୍ -୧ର ଉତକ୍ଷେପଣ ବିଫଳ ହୋଇଛି। ଶ୍ରୀହରିକୋଟ୍ଟାରୁ ସକାଳ ୫ଟା ୪୩ ସମୟରେ ଏହାର ଉତକ୍ଷେପଣ କରାଯାଇଥିଲା। ଉତକ୍ଷେପଣର ୧୮ ମିନିଟ୍ ପରେ କ୍ରାୟୋଜେନିକ୍ ଇଞ୍ଜିନରେ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ପୁରୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିରର କିଛି ଅପୂର୍ବ ଦୃଶ୍ୟ। ଯେଉଁଥିରେ ଶ୍ରୀମନ୍ଦିରର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ସୂର୍ଯ୍ୟଙ୍କ କିରଣରେ ଝଲିସି ଉଠିଛି ଶ୍ରୀମନ୍ଦିର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଫଟୋକୁ ସେୟାର କରିବା ସହିତ ଜୟ ଜଗନ୍ନାଥ ଲେଖିଛନ୍ତି। ଏଥିସହିତ ଯୁବ…

ନୀରଜଙ୍କୁ ଆଉ ଏକ ସଫଳତା, ବିଶ୍ୱରେ…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କୁ ଏବେ ଆଉ ଏକ ସଫଳତା ମିଳିଛି। ବର୍ତ୍ତମାନ ସେ ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୧୫ ରହିଛି। ନୀରଜଙ୍କ ଉପରେ ବିଶ୍ୱର ଏକମାତ୍ର ଖେଳାଳି ଜର୍ମାନୀର…

ଦଳ ଛାଡ଼ିବେ କଂଗ୍ରେସ କାର୍ଯ୍ୟକାରୀ…

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଦଳ ଅଦଳବଦଳ ରାଜନୀତି ଦେଖିବାକୁ ମିଳିପାରେ। କାରଣ କଂଗ୍ରେସର ହାତ ଛାଡ଼ିପାରନ୍ତି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ହାତ ଛାଡ଼ି ଶଙ୍ଖ ଶିବିରରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଜୋରଦାର ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ନୂଆ…