Odisha Link
Bridging the Missing Links in Odisha
Daily Archives

December 13, 2021

ଟିମ୍‌ ଇଣ୍ଡିଆକୁ ଝଟକା: ଟେଷ୍ଟ ସିରିଜରୁ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଦକ୍ଷିଣ ଆଫ୍ରିକା ଗସ୍ତ ୨ ଦିନ ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଉପ-ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିଛନ୍ତି। ଆହତ କାରଣରୁ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି ରୋହିତ। ତାଙ୍କ ବଦଳ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କଟକର ୧୮ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ…

ଶବକୁ ଖାଇଦେଲା କୁକୁର

ରାଉରକେଲା: ପଦାରେ ପଡ଼ିଲା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା। ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ,ଏଭଳି ଅବ୍ୟବସ୍ଥା ଯାହା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବ ନିଶ୍ଚିତ। ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାର ଶବଗୃହରେ ରଖାଯାଇଥିଲା ମୃତଦେହ। ହେଲେ ମୃତଦେହର…

ଟିମ୍‌ ଇଣ୍ଡିଆ କିଭଳି ଜିତିବ ବିଶ୍ବକପ୍‌…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ଐତିହାସିକ ହେବାକୁ ଯାଉଛି। କାରଣ ଟି-୨୦ ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କୁ ଏବେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ମିଳିଛି। ଦକ୍ଷିଣ ଆଫ୍ରିକା ଗସ୍ତ ରୋହିତଙ୍କ ପାଇଁ ବଡ଼ ଚ୍ୟ୍ୟାଲେଞ୍ଜ ହେବ ନିଶ୍ଚିତ। କାରଣ ଫୁଲ ଟାଇମ୍‌ ଅଧିନାୟକ ହେବା ପରେ…

କ୍ୟାପଟେନ୍ ବିବାଦ ପ୍ରସଙ୍ଗ: ବଡ଼ ବୟାନ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆରେ କ୍ୟାପଟେନ୍ସି ପ୍ରସଙ୍ଗ। ଭାରତୀୟ କ୍ରିକେଟ ଦଳର ସୀମିତ ଓଭରର ନୂଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମିଳିଛି ଦାୟିତ୍ବ। ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯାଇ ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ବିତର୍କ ଜାରି…

୨୧ ବର୍ଷ ପରେ ଭାରତକୁ ମିଳିଲା…

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ପୁଣିଥରେ ଭାରତୀୟଙ୍କ ଦବଦବା। ୨୧ ବର୍ଷ ପରେ ଭାରତକୁ ମିଳିଲା ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ। ମିସ୍‌ ୟୁନିଭର୍ସ ୨୦୨୧ର ମୁକୁଟ ପିନ୍ଧିଲେ ଭାରତୀୟ ଝିଅ ହରନାଜ୍‌ କୌର। ଇସ୍ରାଏଲରେ ଆୟୋଜିତ ହୋଇଥିଲା ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା। ତେବେ ସମସ୍ତଙ୍କୁ ପଛରେ ପକାଇ ୭୦ ତମ…