Odisha Link
Bridging the Missing Links in Odisha

ସରିଲା ବର୍ଷର ଶେଷ କ୍ୟାବିନେଟ ବୈଠକ, ୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ବର: ଶେଷ ହେଲା ବର୍ଷର ଶେଷ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ୯ଟି ପ୍ରସ୍ତାବ ଉପରେ ଲାଗିଲା ମୋହର। ୫ ମହାନଗରରେ ହେବ ଜାଗା ମିଶନ। ଏହାଦ୍ବାରା ୫ ମହାନଗରରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇବେ ସରକାର। ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ହେବେ ଉପକୃତ।

Leave A Reply

Your email address will not be published.