Odisha Link
Bridging the Missing Links in Odisha
Daily Archives

December 7, 2022

ବଙ୍ଗୋପସାଗରରେ ବାତ୍ୟାର ଆଶଙ୍କା,…

ଓଏଲ୍ ବ୍ୟୁରୋ : ବାତ୍ୟାର ଛନକା। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ ଏବଂ ନେଇପାରେ ବାତ୍ୟାର ରୂପ। ପାଣିପାଗ ବିଭାଗର ସୂଚନା ଦକ୍ଷିଣ ପୂର୍ବ ପାଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାର ରୂପ ନେଇପାରେ। ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନ ଥିଲେ ମଧ୍ୟ…

ହାଇକୋର୍ଟର କଡା ନିର୍ଦ୍ଦେଶ, ଏତଲା…

ଓଏଲ୍ ବ୍ୟୁରୋ : ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରାଯିବାରୁ ଓଡିଶା ହାଇକୋର୍ଟର ଅସନ୍ତୋଷ। ଥାନାକୁ ଆସୁଥିବା ଏତଲା ଗୁଡିକର ପଞ୍ଜିକରଣ କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ନିର୍ଦ୍ଦେଶ ପାଳନ କରାଯାଉନାହିଁ। ନିର୍ଦ୍ଦେଶକୁ ପାଳନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ରାଗିଂ ଅଭିଯୋଗରେ ଛାତ୍ରଙ୍କୁ କଲେଜ ମନା

ଓଏଲ୍ ବ୍ୟୁରୋ : ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଳଲେଜରେ ରାଗିଂ ଘଟଣା ଦେଖାଦେଇଛି। ରାଗିଂ ଘଟଣା ପାଇଁ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସକୁ ମନା କରାଯାଇଛି। ଘଟଣାଟି ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର…

ମାଲିକ ହେଲେ ନିର୍ଦ୍ଦୟ, ନାବାଳିକାଙ୍କୁ…

ଓଏଲ୍ ବ୍ୟୁରୋ : ମରିଗଲା ମଣିଷପଣିଆ, ନାବାଳିକାଙ୍କ ସାମାନ୍ୟ ଭୁଲ ପାଇଁ ନିର୍ମମ ନିର୍ଯାତନା। ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘରମାଲିକ ପାଠ ପଢ଼ିବାକୁ ନେବାକୁ କହି ଏକ ଗରୀବ ଶ୍ରେଣୀର ନାବାଳିକାକୁ ଘର କାମରେ ନିୟୋଜିତ କରିଥିଲେ କିନ୍ତୁ ପରେ ସାମାନ୍ୟ ଭୁଲ ପାଇଁ ନାବାଳିକାକୁ ନିର୍ମମ…