Odisha Link
Bridging the Missing Links in Odisha
Yearly Archives

2022

ନୂଆବର୍ଷ ପୂର୍ବରୁ IPS ସ୍ତରରେ ବଡ଼ଧରଣର…

ନୂଆବର୍ଷ ପୂର୍ବରୁ ଆଇପିଏଓସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡ଼ିଶା ସରକାର। ଯାହାଫଳରେ ବଦଳିଛନ୍ତି ୧୧ ଜିଲ୍ଲାର ଏସପି। ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ହେଲେ ଏସ୍‌ଏପି ଡିଆଜି। ସେହିପରି ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଜି । ଚରଣ ସିଂ ମିନା ଅଗ୍ନିଶମ ଓ ହୋମଗାର୍ଡ ଡିଆଜି ହୋଇଥିବା…

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର,…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିଧା ଓ ଗବେଷଣା ଅନୁଷ୍ଠାନ । ଆଜି ଅପରାହ୍ନରେ ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା…

ଭୁବନେଶ୍ୱର ରେଳ ଷ୍ଟେସନରେ ରୁଷ ନାଗରିକ,…

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ଚର୍ଚ୍ଚା। ବର୍ତ୍ତମାନ ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଅନ୍ୟପଟେ ଆଉ ଜଣେ ରୁଷୀୟ ନାଗରିକ ଚର୍ଚ୍ଚାରେ । କାରଣ ଭୁବନେଶ୍ବର ରେଳ…

ଅଡୁଆରେ ଅଭିନେତ୍ରୀ ବର୍ଷା, ଜାତିଆଣ…

ଓଏଲ୍ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଜାତିଆଣ ଆକ୍ଷେପ ମାମଲାରେ ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଆସିଥିବାର ଖବରରୁ ଜଣା ପଡିଛି। ନର୍ଥ ଆଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲା ନେଇ ଏହି ସମନ ଜାରି କରିଛନ୍ତି କୋର୍ଟ।…

ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି :…

ଓଏଲ୍ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ସହ ଟିଆଇ ମଞ୍ଜୁର କରିଥିବା ସୂଚନା ମିଳିଛି। ଜୁଲାଇ ପହିଲା…

ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା…

ଓଏଲ୍ ବ୍ୟୁରୋ : ଘୋଷଣା ହେଲା ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବା ନେଇ ସୂଚନା।…

ଟିଏମସି ମୁଖପାତ୍ର ସାକେତ ଗୋଖଲେ ଗିରଫ

ଓଏଲ୍ ବ୍ୟୁରୋ : ଆଉ ଥରେ ଗିରଫ ହେଲେ ଟିଏମସି ମୁଖପାତ୍ର। କ୍ରାଉଡଫଣ୍ଡିଂ ଜରିଆରେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିବା ଅଭିଯୋଗରେ ଗୁଜରାଟ ପୁଲିସ୍‌ ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୁଲିସ୍‌ ଟିଏମସି ମୁଖପାତ୍ର ସାକେତଙ୍କୁ ଦିଲ୍ଲୀରୁ…

ଅଟୋ ଉପରେ ଅଜଣା ଗାଡି ମାଡ଼ିଗଲା,…

ଓଏଲ୍ ବ୍ୟୁରୋ : ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ହୋଇଥିବା ଖବରରୁ ଜଣା ପଡିଛି। ଅଟୋ ଉପରେ ଏକ ଅଜଣା ଗାଡ଼ି ମାଡିଯାଇଛି। ଗାଡ଼ି ମାଡିଯିବାରୁ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଦୁହୁରିଆ ଜମଧର ଛକ ନିକଟରେ ଗତକାଲି…

‘କିଟ୍ ନହ୍ନିପରୀ ୨୦୨୨’ର…

ଓଏଲ୍ ବ୍ୟୁରୋ : ଶେଷ ହୋଇଛି କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ର ଫାଇନାଲ୍ ରାଉଣ୍ଡ। କିଟ୍ ପକ୍ଷରୁ ଆୟୋଜିତ ଏହି ପ୍ରୋଗ୍ରାମରେ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ବାକି ୯ଜଣ ଫାଇନାଲିଷ୍ଟଙ୍କୁ ହରାଇ ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ…

ପଞ୍ଚଭୂତରେ ଲୀନ ହେଲେ ପିଏମ୍‌ ମୋଦିଙ୍କ…

ଓଏଲ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ତାଙ୍କ ଅନ୍ତିମ ସଂସ୍କାର କଲେ ପରିବାର ଲୋକେ। ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ୍। କାନ୍ଧରେ ମାଆଙ୍କ କୋକେଇ ବୋହିଲେ ପ୍ରଧାନମନ୍ତ୍ରୀ ମୋଦି। ଶେଷକୃତ୍ୟ ପାଇଁ ମାଆଙ୍କ…