Odisha Link
Bridging the Missing Links in Odisha

ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୁରସ୍କାର

ଗଣତନ୍ତ୍ର ଦିବସ ପାଳନ ଅବସରରେ ୯୦୧ ଜଣ ପାଇବେ ପୁଲିସ୍ ମେଡାଲ

ଓଏଲ୍ ଵ୍ୟୁରୋ : ଆସନ୍ତାକାଲି ସାରା ଦେଶରେ ପାଳନ ହେବ ଗଣତନ୍ତ୍ର ଦିବସ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଆସନ୍ତାକାଲି ଗଣତନ୍ତ୍ର ଦିବସ ପାଳନ ଅବସରରେ ୯୦୧ ଜଣ ପାଇବେ ପୁଲିସ୍ ମେଡାଲ। ଗଣତନ୍ତ୍ର ଦିବସରେ ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହେବେ ବୋଲି ସୂଚନା ମିଳିଛି।

ତେବେ ଗଣତନ୍ତ୍ର ଦିବସରେ ଓଡିଶାରୁ ଡି. ଏସ୍ କୁଟ୍ଟେ ପାଇବେ ରାଷ୍ଟ୍ରପତି ପୋଲିସ୍ ମେଡାଲ। କନଷ୍ଟେବଳ ପ୍ରହଲ୍ଲାଦ ରାଉତଙ୍କୁ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ମିଳିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.