Odisha Link
Bridging the Missing Links in Odisha
Daily Archives

April 17, 2023

ଅର୍ଚ୍ଚନା ନାଗ ମାମଲା: ମେ’ ୨୬ରେ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅର୍ଚ୍ଚନା ନାଗଙ୍କୁ ମାତ୍ର ଗୋଟେ ମାମଲାରେ ସର୍ତ୍ତ ମୂଳକ ଜାମିନ ମିଳିଥିଲା। ଇଡି ମାମଲାରେ ଅର୍ଚ୍ଚନା ନାଗ ଜାମିନ ଆବେଦନ କରିଥିଲେ। ତେବେ ଏହି ଜାମିନ୍ ଆବେଦନର ଶୁଣାଣି ହେବାକୁ ଥିବାବେଳେ…

ଲିକ୍ ହେଲା ସିଏନଜି ଗ୍ୟାସ, ବିଷାକ୍ତ…

ଓଏଲ୍‌ ବ୍ୟୁରୋ: ସିଏନଜି ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ପୁରୀ ଆସୁଥିବାବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ସିଏନଜି ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି। ମାଳତିପାଟପୁର ଛକ ନିକଟରେ ସିଏନଜି ଗ୍ୟାସ ସିଲିଣ୍ଡର ଟାଙ୍କି ବୋଝେଇ ଟ୍ରାକରେ କିଛି ସିଲିଣ୍ଡରରେ ଗ୍ୟାସ ଲିକ୍ ହୋଇଥିଲା। ଘଟଣା ଘଟିବା…

ରାଜ୍ୟରେ ୯୮ ପ୍ରତିଶତ ଜଙ୍ଗଲରେ ନିଆଁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଗତ କିଛି ଦିନ ହେବ ବ୍ୟାପକ ଜଙ୍ଗଲରେ ନିଆଁ ଲାଗିଥିଲା। ଲାଗିଥିବା ନିଆଁ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ନିଆଁ ଆୟତ୍ତ କରିବାକୁ ଅନେକ ଚେଷ୍ଟା କରାଯାଇଥିଲା। ତେବେ ଜଙ୍ଗଲ ନିଆଁକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ। ପିସିସିଏଫ୍ ଦେବୀଦତ୍ତ…

ଟିକେଟ୍‌ ନମିଳିବାରୁ କଂଗ୍ରେସରେ ମିଶିଲେ…

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ହଟଚମଟ। ଭାରତୀୟ ଜନତା ପାର୍ଟି ଛାଡ଼ି କଂଗ୍ରେସରେ ଯୋଗ ଦେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଡିକେ ଶିବକୁମାର, ରଣଦୀପ ସୁରଜେଓ୍ବାଲାଙ୍କ ସମେତ ଆଉ କିଛି ନେତାଙ୍କ ଉପସ୍ଥିତିରେ ଶଟ୍ଟୋର…

ଶେଷ ହେଲା ମାଟ୍ରିକ ଖାତାଦେଖା, ଦେଢ଼ ମାସ…

ଓଏଲ୍‌ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆସନ୍ତା ଦେଢ଼ ମାସ ମଧ୍ୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମାଟ୍ରିକ ଖାତା ଦେଖା ସରିଥିବା ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି। ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଛି। ୪୫ ଦିନ ଭିତରେ…

ବିଜେପିକୁ ଜିତେଇବା ପାଇଁ ଲୋକ ନେତୃତ୍ୱ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ ପ୍ରକ୍ରିୟା। ମେ’୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ରାଜନୈତିକ ଦଳ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନପତ୍ର ଦାଖଲ କରିସାରିଥିବେ ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର…

ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍…

ଓଏଲ୍‌ ବ୍ୟୁରୋ: ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ…

ଭୟ ବଢ଼ାଇଲାଣି ମହାମାରୀ, ଗତ ୭ଦିନରେ ୮୧…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୯ହଜାର ୧୧୧ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ କରାଯାଇଛି। ଦିନକରେ ୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ…

ସମ୍ପର୍କରେ ସୃଷ୍ଟି ହେଲା ଫାଟ, ପଥରରେ…

ଓଏଲ୍‌ ବ୍ୟୁରୋ: ସମ୍ପର୍କରେ ସୃଷ୍ଟି ହେଲା ଫାଟ। ଭୁଲିଗଲେ ରକ୍ତ ସମ୍ପର୍କର ମୂଲ୍ୟ ଏବଂ କୌଣସି ବିବାଦରୁ ନେଇଗଲେ ଯୁବକଙ୍କ ଜୀବନ। ଝାରସୁଗୁଡ଼ା ବେଲପାହାଡ଼ ଫାଟକ ନିକଟରେ ଘଟିଥିବା ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ପଥରରେ ଛେଚି ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟ ନିର୍ମମ ଭାବେ ହତ୍ୟା କରିଥିବା ଜଣା…

କଂଗ୍ରେସରେ ଯୋଗଦେଲେ କର୍ଣ୍ଣାଟକର…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଲେଣି। ତେବେ କୋଉ ଦଳରୁ କିଏ ପ୍ରାର୍ଥୀ ହେବ ଏବଂ କିଏ ବାଜିମାତ କରିବା ଏନେଇ ଚର୍ଚ୍ଚା ଜୋର ଧରିଲାଣି। ତେବେ ଏହାରି ମଧ୍ୟରେ ଆଜି ସକାଳେ କଂଗ୍ରେସରେ…