Odisha Link
Bridging the Missing Links in Odisha
Daily Archives

April 17, 2023

ଓଡ଼ିଶା ରଣଜୀ ଦଳର ନୂଆ କୋଚ୍ ଦିନେଶ…

ଭୁବନେଶ୍ବର: ଓଡ଼ିଶା ରଣଜୀ ଦଳର ନୂଆ କୋଚ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ସେହିପରି ଓଡ଼ିଶା ମହିଳା ଦଳର କୋଚ ଭାବେ ନିଯୁକ୍ତି ପାଇଛନ୍ତି ରୁମେଲି ଧର। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୧ ତାରିଖରେ ଦିନେଶ ମୋଙ୍ଗିଆ ଓଡ଼ିଶା ଆସିବେ। ଏହାସହ ଓଡ଼ିଶା ରଣଜୀ ଦଳର ଦାୟିତ୍ୱ…

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ…

ଭୁବନେଶ୍ୱର: ଓଡ଼ିଶାରେ ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ଏହାର ପରବର୍ତୀ ସମୟରେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ କିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି। ସେ ସମ୍ପର୍କରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର୍‌ କଲ୍‌ଚରାଲ ରିସର୍ଚ୍ଚ (ଆଇସିସିଆର୍‌) ଓ ଶିକ୍ଷା ଓ…

କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକରେ…

ଓଏଲ୍‌ ବ୍ୟୁରୋ: ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ରାଜସ୍ଥାନ ରାଜନୀତି। ଏସବୁ ମଧ୍ୟରେ ରାଜସ୍ଥାନ କଂଗ୍ରେସରେ ହଟଚମଟ ଆରମ୍ଭ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା…

ସେଦିନ ଦାଦା ମିଳାଇ ନଥିଲେ ହାତ, ଏବେ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିିଗ୍‌ର ସମସ୍ତ ମ୍ୟାଚରେ ପଡ଼ିଆ ଭିତରେ ହେଉ ବା ବାହାରେ କିଛି ନା କିଛି ରୋମାଞ୍ଚ ଦେଖିବାକୁ ମିଳେ। ଆଉ କିଛି ଏଭଳି ଘଟଣା ବି ଘଟିଥାଏ ଯାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୁଏ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ଶେଷ ପରେ ଏଭଳି ଏକ…

କଲବଲ କରୁଛି ତାତି: ୪୦ ଡିଗ୍ରି ଉପରେ…

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ରାଜ୍ୟରେ ଆହୁରି ୪ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି । ଏପରିକି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଅପରାହ୍ନରେ କାଳ ବୈଶାଖୀରେ ବର୍ଷା ହେଲେ ମଧ୍ୟ ତାତି…

ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି,…

ଓଏଲ୍‌ ବ୍ୟୁରୋ: ସୁରକ୍ଷା ବ୍ୟବସ୍ଥା ଯେତେ କଡ଼ାକଡ଼ି ହେଉଛି ହତ୍ୟା ଏବଂ ଲୁଣ୍ଠନ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ପୁଲିସ ମଧ୍ୟ ଏଥିରେ ନିଜର ଦକ୍ଷତା ଦେଖାଇବାରେ ଲାଗିଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବ…

ପୁଣି ଅଡ଼ୁଆରେ ସିସୋଦିଆ, ବୃଦ୍ଧି ହେଲା…

ଓଏଲ୍‌ ବ୍ୟୁରୋ: ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ। ସୋମବାର ଦିଲ୍ଲୀର ରାଉଜ୍…

ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟକର୍ମୀ,…

ଓଏଲ୍‌ ବ୍ୟୁରୋ: ଏଣିକି ଆଉ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନ କରିପାରିବେନି। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ କରିଛନ୍ତି ସରକାର। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଲାଗୁ ହେଲା କଟକଣା। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏହି କଟକଣା ଲାଗୁ…

ଝାରସୁଗୁଡା ଉପ-ନିର୍ବାଚନ: ନାମାଙ୍କନପତ୍ର…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ ପ୍ରକ୍ରିୟା। ମେ’୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ରାଜନୈତିକ ଦଳ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନପତ୍ର ଦାଖଲ କରିସାରିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର…

ଜାତୀୟ ପଞ୍ଚାୟତ ପୁରସ୍କାର ମାନ୍ୟତା:…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗୌରବ ଆଣିଲା ଗଞ୍ଜାମ। ଗଞ୍ଜାମକୁ ଜାତୀୟ ପଞ୍ଚାୟତ ପୁରସ୍କାର ମାନ୍ୟତା ମିଳିଛି। ରାଷ୍ଟ୍ରପତିଙ୍କ ଠାରୁ ଦିଲ୍ଲୀ ବିଜ୍ଞାନ ଭବନରେ ପୁରସ୍କାର ଗ୍ରହଣ କଲେ ଗଞ୍ଜାମ ଜିଲ୍ଲାପାଳ ଓ ଟିମ୍। ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଗଞ୍ଜାମ ଜିଲା ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗଞ୍ଜାମ…