Odisha Link
Bridging the Missing Links in Odisha
Daily Archives

May 29, 2023

ଓଡ଼ିଶା ରାଜନୀତି ଓ ମେ’ ୨୯

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ମେ' ମାସ ୨୯ ତାରିଖ। ଏହା ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। କହିବାକୁ ଗଲେ ମେ' ୨୯ ତାରିଖ ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ ହୋଇଛି ରହିଛି। ଆଜି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ। ସେହିପରି ଆଜିର ଦିନରେ ଏକ ଦଶନ୍ଧି…

ଆଇପିଏଲ୍‌ ୨୦୨୩: ଜାଣନ୍ତୁ ରିଜର୍ଭ…

ଓଏଲ୍‌ ବ୍ୟୁରୋ: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ ତମ ସଂସ୍କରଣର ଫାଇନାଲ ମୁକାବିଲା ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ୪ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ ଓ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ଫାଇନାଲ ମୁକାବିଲା। ଆଜି ସନ୍ଧ୍ୟା ୭ଟା ୩୦ରେ…

ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଯୁବକଙ୍କ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରର ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ବେକରେ ଗାମୁଛା ଲଗାଇ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଟିମ୍‌ର ଉଦ୍ୟମ ଜାରି ରହିଥିବାବେଳେ ଅଗ୍ନିଶମ ଟିମ୍‌ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣଙ୍କ କିଏ ଓ କାହିଁକି…

ଆସାମରେ ଅଘଟଣ: ଟ୍ରକ ଧକ୍କାରେ ଚାଲିଗଲା ୭…

ଓଏଲ୍‌ ବ୍ୟୁରୋ: ଆସାମର ଗୌହାଟିରେ ଘଟିଥିବା ଏକ ଅଭାବନୀୟ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏକ ଏସୟୁଭି କାର ସହ ଟ୍ରକର ଧକ୍କା ହୋଇଥିବା ଜଣା ପଡିଛି। ଆସାମର ଗୌହାଟିରେ ଘଟିଥିବା ଏହି ବଡ ଧରଣର ଦୁର୍ଘଟଣାରେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ ୧୦ଜଣ…

କାହାକୁ ମିଳିବ ‘ମୋ ଘର’ ?…

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବରେ ମୋହର ମାରିଛନ୍ତି ନବୀନ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ବାଜିଛି ମୋହର। ସବୁଠୁ ବଡ଼କଥା ହେଲା ଆଜି ନବୀନ ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି। ଏହି…

ଏକାମ୍ର କ୍ଷେତ୍ରର ବିକାଶ ପ୍ରସ୍ତାବକୁ…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି କୁହାଯାଉଥିବାବେଳେ ୧୮ଟି…

ଆସନ୍ତା ଜୁଲାଇରେ ଲଞ୍ଚ୍‌ ହେବ…

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁଲାଇରେ ଲଞ୍ଚ୍‌ ହେବ ଚନ୍ଦ୍ରାୟାନ-୩। ଏନେଇ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ ବଡ ଘୋଷଣା କରିଛନ୍ତି। ଅନ୍ୟପଟେ, ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା ଅତ୍ୟାଧୁନିକ ନାଭିଗେସନ ସାଟେଲାଇଟ। ସାଟେଲାଇଟ ଜିଏସ୍ଏଲଭି-ଏଫ୍୧୨ ଓ ଏନଭିଏସ୍-୦୧ର ଉତ୍‌କ୍ଷେପଣ କଲା ଇସ୍ରୋ। ଏହି ରକେଟ୍…

ମୁକ୍ତିଲାଭ କଲା ଫିଲ୍ମ ଆଦିପୁରୁଷର ସଂଗୀତ…

ଓଏଲ୍‌ ବ୍ୟୁରୋ: ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ସଂଗୀତ 'ରାମ ସିୟା ରାମ'। ପୂର୍ବରୁ 'ଜୟ ଶ୍ରୀ ରାମ' ସଂଗୀତ ମୁକ୍ତିଲାଭ କରିଥିଲା, ଯାହାକୁ ଦର୍ଶକ ଅନେକ ଭଲ ପାଇବା ଦେଇଛନ୍ତି। ମେ ୯ରେ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଥିଲା। ରାମାୟଣର କାହାଣୀକୁ ବଡ଼ ପରଦାରେ…

ରାଜ୍ୟ କ୍ୟାବିନେଟ ବୈଠକ: ଭିସୁଟର…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି କୁହାଯାଉଥିବାବେଳେ ୧୮ଟି…

ପାଖେଇ ଆସୁଛି ମହାପ୍ରଭୁଙ୍କ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ରଥକାର୍ଯ୍ୟ ଜୋରସୋର ଚାଲିଛି। ଚଳଚଞ୍ଚଳ ପୁରୀର ରଥଖଳା। ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନି ରଥର…