Odisha Link
Bridging the Missing Links in Odisha

ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଯୁବକଙ୍କ ହାଇଡ୍ରାମା, ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଯୁବକ ଜଣଙ୍କ କିଏ ଓ କାହିଁକି ଏପରି କରୁଛନ୍ତି ତାହା ଜଣାପଡିନି।

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରର ଲୋୟର ପିଏମ୍‌ଜିରେ ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ବେକରେ ଗାମୁଛା ଲଗାଇ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଟିମ୍‌ର ଉଦ୍ୟମ ଜାରି ରହିଥିବାବେଳେ ଅଗ୍ନିଶମ ଟିମ୍‌ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣଙ୍କ କିଏ ଓ କାହିଁକି ଏପରି କରୁଛନ୍ତି ତାହା ଜଣାପଡିନି। ତେବେ ଏଭଳି ଖୋଲା ଆକାଶ ତଳେ ଯୁବକଙ୍କ ହାଇଡ୍ରାମା ସମସ୍ତଙ୍କୁ ଚକିତ କରିଛି।

Leave A Reply

Your email address will not be published.