Odisha Link
Bridging the Missing Links in Odisha

ଜୁନ୍ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ ଖୋଲିବ କେବେ

ଏହି ସମୟରେ ଜାତୀୟ ଉଦ୍ୟାନ ଶିମିଳିପାଳକୁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷେଦ୍ଧ

ଓଏଲ୍‌ ବ୍ୟୁରୋ: ଜାତୀୟ ଉଦ୍ୟାନ ଶିମିଳିପାଳକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜୁନ୍ ୧୬ ରୁ ସେପ୍ଟେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ। ଏହି ସମୟରେ ଜାତୀୟ ଉଦ୍ୟାନ ଶିମିଳିପାଳକୁ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷେଦ୍ଧ କରାଯାଇଛି।

Leave A Reply

Your email address will not be published.