ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଯାଞ୍ଚ ହେବ…
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍ ମଧ୍ୟ ସାମିଲ। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଗର୍ଭଗୃହ ଯାଞ୍ଚ। ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ ଯାଞ୍ଚ କରାଯିବ। ଏଏସଆଇର ୪ଜଣିଆ ବୈଷୟିକ ଟିମ୍ ଏହି ଯାଞ୍ଚ କରିବେ।
ରଥଯାତ୍ରା ସମୟରେ…