Odisha Link
Bridging the Missing Links in Odisha

ଉଚ୍ଚ ଶିକ୍ଷା ବିଭାଗର କଡ଼ା ପଦକ୍ଷେପ: ୭ କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ

୩ ଦିନ ଭିତରେ ଉତ୍ତର ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟର ୭ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୋ କଜ୍ ନୋଟିସ୍ ଜାରି ହୋଇଛି। ପ୍ରୋଭିଜନାଲ୍ ପେନ୍‌ସନ୍ ରିଲିଜ୍ ନକରିବାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩ ଦିନ ଭିତରେ ଉତ୍ତର ରଖିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ୩ ଦିନରେ ଉତ୍ତର ନରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି।

Leave A Reply

Your email address will not be published.