Odisha Link
Bridging the Missing Links in Odisha
Daily Archives

July 15, 2023

ସମ୍ବଲପୁର ଗସ୍ତରେ ୫-ଟି ସଚିବ, ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ଏହି ଅବସରରେ ୫-ଟି ସଚିବ ଭିକେ ପାଣ୍ଡିଆନ କୁଚିଣ୍ଡା ମୁକୁନ୍ଦି ସଭାସ୍ଥଳରେ ଉପସ୍ଥିତ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। ଏହା ସହ ସମସ୍ୟା ସମ୍ପର୍କରେ…

ପୁରୀ ଆନନ୍ଦ ବଜାର ବିଶୃଙ୍ଖଳା ରୋକିବାକୁ…

ଓଏଲ୍‌ ବ୍ୟୁରୋ: ପୁରୀ ଆନନ୍ଦ ବଜାରରେ ବାରମ୍ବାର ବିଶୃଙ୍ଖଳା ହେଉଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏନେଇ ଗତକାଲି(ଶୁକ୍ରବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ବଜାରରେ ବିଶୃଙ୍ଖଳା ରୋକିବାକୁ…

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି,…

ଓଏଲ୍‌ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ପୂର୍ବଭଳି ଏବେ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ହେଲେ ଏଥର କିନ୍ତୁ ତାଙ୍କୁ ନେଇ ରହିଥିବା ପାରିବାରିକ ବିବାଦ ମାମଲାକୁ ନେଇ ନୁହେଁ ବରଂ ନିଜେ ରହୁଥିବା ଆପାର୍ଟମେଣ୍ଟକୁ ମୁହଁ ଖୋଲିଛନ୍ତି। ଯାହା ଏବେ ଚର୍ଚାର ବିଷୟ…

କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରାଜନୈତିକ ବାତାବରଣ ଉଷ୍ମ କରିଛି କଂଗ୍ରେସର ନିଷ୍ପତ୍ତି। କାରଣ…

ନବ ଦାସଙ୍କ ସ୍ତ୍ରୀ ଓ ପୁଅ କହିଥିବା…

ଓଏଲ୍‌ ବ୍ୟୁରୋ: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା ପ୍ରସଙ୍ଗକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ନବ ଦାସ ହତ୍ୟା ଚାର୍ଜସିଟ ନେଇ ବିଧାୟକ ତାରା ବାହିନୀପତି ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ନବ ଦାସଙ୍କ ସ୍ତ୍ରୀ ଓ ପୁଅ କହିଥିବା ପ୍ରି-ପ୍ଲାନ୍ ମର୍ଡର କଥା ସତ୍ୟ।…

ଉଚ୍ଚ ଶିକ୍ଷା ବିଭାଗର କଡ଼ା ପଦକ୍ଷେପ: ୭…

ଓଏଲ୍‌ ବ୍ୟୁରୋ: ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟର ୭ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୋ କଜ୍ ନୋଟିସ୍ ଜାରି ହୋଇଛି। ପ୍ରୋଭିଜନାଲ୍ ପେନ୍‌ସନ୍ ରିଲିଜ୍ ନକରିବାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩ ଦିନ ଭିତରେ ଉତ୍ତର ରଖିବାକୁ ଉଚ୍ଚ…

ବର୍ଷା ପାଇଁ ଆଲର୍ଟ: ସବୁ ଜିଲ୍ଲାପାଳ ଓ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ଲାଗି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ…

ଓଏଲ୍‌ ବ୍ୟୁରୋ: ୨୦୧୫ରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ଆରମ୍ଭ ହୋଇଛି। ତେବେ ଏହି ବିଶ୍ଵବିଦ୍ୟାଳୟକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାକ୍‌ ସ୍ୱୀକୃତି ନଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନାମଲେଖା ପାଇଁ ଅନୁମତି ମିଳିନଥିବାରୁ ଓଡ଼ିଶା ରାଜ୍ୟ ମୁକ୍ତ…

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ: କ୍ରୁଟର…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି। ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ ଅଫିସର ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ ଦାଇତ୍ୱ…

ବର୍ଷାରେ ଅଘଟଣ: ଖସିଲା ରାମେଶ୍ୱର…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ଲାଗିରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପ୍ରବଳ ବର୍ଷାରେ ଘଟିଥିବା ଏକ ଅଘଟଣ…