Odisha Link
Bridging the Missing Links in Odisha

ପୁରୀ ଗସ୍ତରେ ୫-ଟି ସଚିବ, ମହାପ୍ରଭୁଙ୍କୁ କଲେ ଦର୍ଶନ

ଏହା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ ମଧ୍ୟ କରିଛନ୍ତି।

ଓଏଲ୍‌ ବ୍ୟୁରୋ: ପୁରୀ ଗସ୍ତରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ପୁରୀ ଗସ୍ତରେ ଯାଇ ୫-ଟି ସଚିବ ଭି.କେ ପାଣ୍ଡିଆନ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିମଳା ମନ୍ଦିର ଦର୍ଶନ କରିଥିଲେ। ଶ୍ରୀମନ୍ଦିର ମଧ୍ୟରେ ପ୍ରାୟ ଅଧ୍ୟ ଘଣ୍ଟା ରହିବା ପରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ ମଧ୍ୟ କରିଛନ୍ତି।