Odisha Link
Bridging the Missing Links in Odisha
Daily Archives

August 14, 2023

ରାଷ୍ଟ୍ରପତିଙ୍କ ସ୍ବାଧୀନତା ଦିବସ…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୭୭ ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି,ପ୍ରତି ଭାରତୀୟ ସମାନ ନାଗାରିକ। ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ,…

କେନ୍ଦ୍ର ସହଯୋଗ ବିନା ମେଟ୍ରୋ ପ୍ରକଳ୍ପ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଆରମ୍ଭ ହେଲା ରାଜନୀତି। ଆଜି ଏକ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ କଥା ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମେଟ୍ରୋ ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କ ସହ ଆଲୋଚନା କରିନାହାନ୍ତି। ତେଣୁ…

ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି…

ଓଏଲ୍‌ ବ୍ୟୁରୋ: ଖୁଚୁରା ମୁଦ୍ରାସ୍ଫୀତି ହାର ରେକର୍ଡ ସୃଷ୍ଟି କରିଛି। ୧୫ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗି ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି। ଜୁନ ୨୦୨୩ରେ ଏହା ୪.୮୧ ପ୍ରତିଶତ ଥିଲା। ଜୁଲାଇରେ ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତ ରହିଛି। ସେହିପରି ଖାଦ୍ୟର ମୁଦ୍ରାସ୍ଫୀତି ହାର ୧୧.୫୧ ପ୍ରତିଶତ…

ହାଇକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷା…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏଏସ୍ଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭିତର ଭଣ୍ଡାର କେବେ ମଧ୍ୟ ଅନୁଧ୍ୟାନ…

ସମ୍ପନ୍ନ ହେଲା ସହିଦ ଯବାନ ନୀଳାଞ୍ଚଳ…

ଓଏଲ୍‌ ବ୍ୟୁରୋ: ଝୁରୁଛି ଗାଁ ମାଟି। ଲୋତକପୂର୍ଣ୍ଣ ଆଖିରେ ବୀର ପୁଅକୁ ଗାଁ ମାଟି ବିଦାୟ ଦେଇଛି। ସହିଦ୍ ଯବାନ ଅମର ରହେ ନାଁରେ କମ୍ପି ଉଠିଲା ଗାଁ ମାଟି। ଏହି ନାରାରେ ପ୍ରକମ୍ପିତ ହୋଇଥିଲା ବରଗଡ଼ର ବାଘପାଲି ଗାଁର ଶ୍ମଶାନ। ଜନ୍ମମାଟି ଭେଡ଼େନରେ ନୀଳାଞ୍ଚଳ ପଟେଲଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୂଚନା…

ଭିଜିଲାନ୍ସ ପଞ୍ଝାରେ ସିମୁଳିଆ ହସପିଟାଲର…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ନିଜ ସହକର୍ମୀ ରାକେଶ ପଣ୍ଡା ଓ ଗଣେଷ ଜେନାଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଟ୍ରାପରେ ପଡିଥିବା ସିମୁଳିଆ ହସପିଟାଲ ମୁଖ୍ୟକିରାଣୀ ହେଉଛନ୍ତି ମନୋଜ ଭଞ୍ଜ। ନିଜ ସହକର୍ମୀ ରାକେଶ ପଣ୍ଡା ଓ ଗଣେଷ ଜେନାଙ୍କ ଠାରୁ ୭ହଜାର…

ଫ୍ରଡ୍ ଲୋନ୍ ଠକେଇ ଘଟଣା: ଆଉ ଜଣଙ୍କୁ…

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ ଏହି ମାମଲାରେ ଫ୍ରଡ ଲୋନ୍ ମାଧ୍ୟମରେ ଅନେକ ଲୋକ ଶିକାର ହୋଇଥିବା ଜଣା ପଡିଥିଲା। ଏହି ମାମଲାରେ ତଦନ୍ତ କରି ଆଉ ଜଣଙ୍କୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା…

ଓଏଲ୍‌ ବ୍ୟୁରୋ: ବରଗଡ଼ ବିନିକା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକ୍ ଧକ୍କାରେ ତିନିଜଣ କଲେଜ ଛାତ୍ରୀ ଗୁରୁତର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣଙ୍କ ପ୍ରାଣ ଚାଲିଯାଇଛି। ସମସ୍ତେ କାଦୋବାହାଲ କଲେଜର ବୋଲି ଜଣା ପଡିଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ମେଡିକାଲ…

ବର୍ଷାର ବିତ୍ପାତ: ହିମାଚଳରେ ଗଲାଣି ୧୬…

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଛି। ଏହାର ପ୍ରଭାବରେ ୭ ଜଣଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଥିବାବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢିଥିବା ଜଣା ପଡିଛି। ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ପ୍ରାଣ ହରାଇ ଥିବା ୭ ଜଣ…

ଆଗୁଆ ନିର୍ବାଚନ ପ୍ରସଙ୍ଗ: ଅପରାଜିତାଙ୍କୁ…

ଓଏଲ୍‌ ବ୍ୟୁରୋ: ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ରାଜନୈତିକ ବୟାନବାଜି। କେବେ ହେବ ବିଧାନସଭା ନିର୍ବାଚନ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏପରିକି ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ବିଜେପି ନେତ୍ରୀ ତଥା…