Odisha Link
Bridging the Missing Links in Odisha

ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି ହାର, ଭାଙ୍ଗିଲା ୧୫ ମାସର ସର୍ବକାଳୀନ ରେକର୍ଡ

ଓଏଲ୍‌ ବ୍ୟୁରୋ: ଖୁଚୁରା ମୁଦ୍ରାସ୍ଫୀତି ହାର ରେକର୍ଡ ସୃଷ୍ଟି କରିଛି। ୧୫ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗି ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି। ଜୁନ ୨୦୨୩ରେ ଏହା ୪.୮୧ ପ୍ରତିଶତ ଥିଲା। ଜୁଲାଇରେ ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତ ରହିଛି। ସେହିପରି ଖାଦ୍ୟର ମୁଦ୍ରାସ୍ଫୀତି ହାର ୧୧.୫୧ ପ୍ରତିଶତ ରହିଛି। ଏହା ଜୁନରେ ୪.୪୯ ପ୍ରତିଶତ ଥିଲା।

Leave A Reply

Your email address will not be published.