Odisha Link
Bridging the Missing Links in Odisha

ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ ଉଦ୍ଧାର: ସର୍ଚ୍ଚ ଅପରେସନ ଜାରି

ଘଟଣାସ୍ଥଳରେ ଜୋରଦାର ଅପରେସନ ଜାରି

ଓଏଲ୍‌ ବ୍ୟୁରୋ: ନକ୍ସଲଙ୍କ ବଡ଼ଧରଣର ଯୋଜନା ପଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ ହୋଇଛି। ଟୋପାଡ଼ି ରେଳ ଷ୍ଟେସନ ନିକଟରୁ ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଥିବାବେଳେ ଲ୍ୟାଣ୍ଡମାଇନ ୧୦ କେଜି ଓଜନର ବୋଲି ସୂଚନା ରହିଛି। ବୋମା ନିଷ୍କ୍ରିୟ ଟିମ୍‌ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି। ଘଟଣାସ୍ଥଳରେ ଜୋରଦାର ଅପରେସନ ଜାରି କରାଯାଇଛି। ତେବେ ଏହି ୧୦ କେଜି ଓଜନର ଲ୍ୟାଣ୍ଡମାଇନ କେଉଁଠୁ ଆସିଲା ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.