ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିବସରେ…
ଓଏଲ୍ ବ୍ୟୁରୋ: ଓଡ଼ିଶା ରାଜନୀତିର ପରିଚିତ ନାମ, ସମ୍ପାଦକ, ବାଗ୍ମୀ ତଥା ଅନେକ ସାମାଜିକ ଆନ୍ଦୋଳନର ପୁରୋଧା ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଜି ୭୨ତମ ଜନ୍ମ ଦିବସ। ଏହି ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ଜୟଦେବ ଭବନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।…