Odisha Link
Bridging the Missing Links in Odisha

ନକଲି ସାର୍ଟିଫିକେଟ ମାମଲା: ବହିଷ୍କାର ହେଲେ ସମ୍ପୃକ୍ତ ୪ ଶିକ୍ଷକ

୪ ଶିକ୍ଷକଙ୍କ ନାଁରେ ପୂର୍ବରୁ ଥାନାରେ ଏତଲା ହୋଇଥିଲା।

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ଜିଲ୍ଲା ଶିକ୍ଷା ଅଧିକାରୀ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ପୃକ ୪ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ବହିଷ୍କାର କରିଛନ୍ତି। ସଂପୃକ୍ତ ୪ ଶିକ୍ଷକଙ୍କ ନାଁରେ ପୂର୍ବରୁ ଥାନାରେ ଏତଲା ହୋଇଥିଲା। ଥାନାରେ ଏତଲା ସହ ପୂର୍ବରୁ ୪ ଶିକ୍ଷକ ନିଲମ୍ବିତ ହୋଇଥିଲେ। ୪ ବହିଷ୍କୃତ ହେବା ପରେ ଆଗକୁ ସଂଖ୍ୟା ବଢ଼ିବା ସମ୍ଭାବନା ରହିଥିବା କୁହାଯାଉଛି।

Leave A Reply

Your email address will not be published.