Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାରେ ମାଲକାନଗିରି ଗଲେ ୫ଜଣିଆ ଡାକ୍ତରୀ ଦଳ

ଓଏଲ୍‌ ବ୍ୟୁରୋ: ଚିକିତ୍ସା କ୍ଷେତ୍ରରେ ସଫଳତା ଆଣିଦେଇଛି ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା।ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇଁ ମାଲକାନଗିରି ଗଲା ୫ଜଣିଆ ଡାକ୍ତରୀ ଟିମ୍‌। ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାରେ ଗଲା ୫ଜଣିଆ ଟିମ୍‌। ଟିମ୍‌ରେ ୫ଟି ଭିନ୍ନ ଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ସାମିଲ ରହିଛନ୍ତି। ରୋଗୀ ସେବା ପାଇଁ ଅଗଷ୍ଟ ୩୧ ଯାଏ ମାଲକାନଗିରିରେ ରହିବେ ବୋଲି ସୂଚନା ରହିଛି।