Odisha Link
Bridging the Missing Links in Odisha
Daily Archives

September 14, 2023

ନବ ଦାସ ହତ୍ୟା ମାମଲା: ଖାରଜ ହେଲା…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। ନବ ଦାସ ହତ୍ୟା ମାମଲାରେ ଗୋପାଳର ଡିସଚାର୍ଜ ପିଟିସନ ଆଜି ଶୁଣାଣି ଥିବାବେଳେ…

ଭିଜିଲାନ୍ସ ଜାଲରେ ପୂର୍ବତନ ତହସିଲଦାର,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମଚାରୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ବିରୋଧରେ ଆୟ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ନିଲମ୍ବିତ…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ମୟୂରଭଞ୍ଜ ବିଶୋଇ ଥାନା ଏଏସ୍ଆଇଙ୍କୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଲାଞ୍ଚ ନେବା ଭିଡିଓ ଭାଇରାଲ ପରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୟୂରଭଞ୍ଜ ବିଶୋଇ ଥାନା ଏଏସ୍ଆଇ ହେଉଛନ୍ତି ଅବଦୁଲ। ତେବେ ଲାଞ୍ଚ ନେବା ଭିଡିଓ ଭାଇରାଲ ପରେ ତାଙ୍କୁ ମୟୂରଭଞ୍ଜ…

ପଶ୍ଚିମ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ସର୍ବଦା…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ବାଚସ୍ପତି ନିର୍ବାଚନକୁ ନେଇ କଂଗ୍ରେସ ବିରୋଧ ସ୍ୱର ଉତ୍ତୋଳନ କରିଛି। ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବେ ବୋଲି ନରସିଂହ ମିଶ୍ର କହିଛନ୍ତି। ବାଚସ୍ପତି ନିର୍ବାଚନକୁ ନରସିଂହ ମିଶ୍ରଙ୍କ ବୟକଟ୍ ଘୋଷଣା…

ବଲାଙ୍ଗିରରେ ପ୍ରବଳ ବର୍ଷା, ସମଲେଶ୍ଵରୀ…

ଓଏଲ୍‌ ବ୍ୟୁରୋ: ବର୍ଷାରେ ବେହର ହୋଇପଡିଛି ରାଜ୍ୟର ବିଭିନ୍ନ ଜିଲ୍ଲା। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବଲାଙ୍ଗିରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସମଲେଶ୍ଵରୀ ମନ୍ଦିରର ଗର୍ଭ ଗୃହକୁ ବର୍ଷା ପାଣି ଛୁଇଁଛି। ମନ୍ଦିର ପରିସରରେ…

ବଢୁଛି ହୀରାକୁଦ ଜଳସ୍ତର, ମୋଟ ୧୪ଟି ଗେଟ୍…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଜି ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ…

ବୃଦ୍ଧି ପାଇବ ବର୍ଷାର ପରିମାଣ, ୬…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାକୁ ରେଡ୍…

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌,…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଭୟ ଲାଗି ରହିଥିବାବେଳେ ଏବେ ଆଉ ଏକ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତମାନ ସ୍କ୍ରବ ଟାଇଫସ୍‌ ଭୂତାଣୁ ଜନିତ ରୋଗର ଆତଙ୍କ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ…

ବାଚସ୍ପତି ନିର୍ବାଚନରେ ଯୋଗଦେବେନି…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ବାଚସ୍ପତି ନିର୍ବାଚନକୁ ନେଇ କଂଗ୍ରେସ ବିରୋଧ ସ୍ୱର ଉତ୍ତୋଳନ କରିଛି। ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବେ ବୋଲି ନରସିଂହ ମିଶ୍ର କହିଛନ୍ତି। ଏହା ସହ କଂଗ୍ରେସର କୌଣସି ବି ବିଧାୟକ ନିର୍ବାଚନରେ ଭାଗ…

ରାଜ୍ୟରେ ଲଗାଣ ବର୍ଷା ଜାରି: ୫ ପ୍ରତିଶତ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ସାରା ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ଗତ ୩ ଦିନର ବର୍ଷାରେ ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣ ହୋଇଛି। ଏନେଇ ପ୍ରେସମିଟରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସ୍ୱାଭାବିକ ବର୍ଷା ୧୦୪୪.୯…