Odisha Link
Bridging the Missing Links in Odisha

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: କିଏ ଇନ୍‌ କିଏ ଆଉଟ୍‌ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ ବୋର୍ଡ। ତିନୋଟି ଫର୍ମାଟ ପାଇଁ ୩ଜଣ ଅଧିନାୟକଙ୍କୁ ଦାୟିତ୍ବ ଦେଇଛି ବିିସିସିଆଇ। ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ, ଦିନିକିଆରେ କେଏଲ ରାହୁଲ ଓ ଟେଷ୍ଟରେ ରୋହିତ ଶର୍ମା ଦଳର ମଙ୍ଗ ଧରିବେ। ସବୁଠୁ ବଡ଼କଥା ହେଲେ ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ରୋହିତ ଶର୍ମା, ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ହ୍ବାଇଟ୍‌ ବଲ୍‌ କ୍ରିକେଟରୁ ବିଶ୍ରାମ ନେଇଥିବା ବେଳେ ଟେଷ୍ଟ କ୍ରିକେଟରେ ଖେଳିବେ।

ଭାରତୀୟ ଟି-୨୦ ଦଳ: ଯୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶ୍ବସୀ ଜୟଶ୍ବାଲ, ଶୁଭମନ ଗିଲ୍, ଋତୁରାଜ ଗାଏକଓ୍ବାଡ, ତିଲକ ବର୍ମା, ରିଙ୍କୁ ସିଂ,ଶ୍ରେୟସ୍‌ ଆୟର, ଇଶାନ କିଷନ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଓ୍ବାଶିଂଟନ୍‌ ସୁନ୍ଦର, ରବି ବିଶ୍ମୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର।

ଦିନିକିଆ ଦଳ: କେଏଲ୍‌ ରାହୁଲ (ଅଧିନାୟକ), ଋତୁରାଜ ଗାଏକଓ୍ବାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପାଟିଦାର, ରିଙ୍କୁ ସିଂ, ଶ୍ରେୟସ୍‌ ଆୟର, ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଶ୍‌ ଖାନ୍, ଅର୍ଶଦୀପ ସିଂହ, ଦୀପକ ଚହର

ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ଯଶ୍ବସୀ ଜୟଶ୍ବାଲ, ବିରାଟ କୋହଲି, ଶ୍ରେୟସ୍‌ ଆୟର, ଋତୁରାଜ ଗାଏକଓ୍ବାଡ, ଇଶାନ କିଷନ, କେଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସାମି|

Leave A Reply

Your email address will not be published.