Odisha Link
Bridging the Missing Links in Odisha
Browsing Tag

TEAM INDIA

ମହିଳା ଏସିଆ କପ୍‌ ୨୦୨୪: ୯ମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ମହିଳା ଏସିଆ କପ୍‌ ୨୦୨୪ର ଫାଇନାଲରେ ଟିମ୍‌ ଇଣ୍ଡିଆ। ଭାରତୀୟ ମହିଳା ଦଳ ଏସିଆ କପ୍‌ର ପ୍ରଥମ ସେମି ଫାଇନାଲରେ ବାଂଲାଦେଶକୁ ୧୦ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ। ୮ମ ଥର ଏସିଆ କପ୍‌…

ମହିଳା ଏସିଆ କପ୍‌ ସେମିଫାଇନାଲରେ ଭାରତ,…

ଓଏଲ୍‌ ବ୍ୟୁରୋ: ମହିଳା ଏସିଆ କପ୍‌ ୨୦୨୪ର ୧୦ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ-ନେପାଳ। ଦାମ୍ବୁଲା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ନେପାଳକୁ ୮୨ ରନ୍‌ରେ ପରାସ୍ତ କରି ଏସିଆ କପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ମ୍ୟାଚର ସୁପରଷ୍ଟାର ଥିଲେ 'ଲେଡି ସେହଓ୍ବାଗ' ଶେଫାଳି ବର୍ମା।…

କାହିଁକି ପାଣ୍ଡ୍ୟାଙ୍କୁ ମିଳିଲାନି…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପାଇଁ ଆଜି ଶ୍ରୀଲଙ୍କା ଗସ୍ତ କରିଛି ଭାରତୀୟ କ୍ରିକେଟ ଦଳ। ଶ୍ରୀଲଙ୍କା ବିପକ୍ଷରେ ୨୭ ତାରିଖରେ ଅଭିଯାନ ଆରମ୍ଭ କରିବ ଭାରତୀୟ କ୍ରିକେଟ ଦଳ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଓ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ମିଳିତ ଭାବେ ଏକ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟିମ୍‌…

ଓଏଲ୍‌ ବ୍ୟୁରୋ: ବାର୍ବାଡୋସରୁ ଭାରତ ଭାରତ ଫେରିଛନ୍ତି ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଶ୍ବ ବିଜେତା ଟିମ୍‌ର ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଥିଲେ ହଜାର ହଜାର…

ଟେଷ୍ଟ ମ୍ୟାଚରେ ଇତିହାସ ରଚିଲେ…

ଓଏଲ୍‌ ବ୍ୟୁରୋ: ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା। ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଭାରତୀୟ ମହିଳା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି…

୧୦ ବର୍ଷ ପରେ ଟି-୨୦ ବିଶ୍ବକପ୍‌…

ଓଏଲ୍‌ ବ୍ୟୁରୋ: ୨୦୨୨ର ପ୍ରତିଶୋଧ ୨୦୨୪ରେ ନେଲା ଟିମ୍‌ ଇଣ୍ଡିଆ। ଚଳିତ ଟି-୨୦ ବିଶ୍ବକପ୍‌ର ୨ୟ ସେମି ଫାଇନାଲା ମୁୁକାବିଲାରେ ଇଂଲଣ୍ଡ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ। ୧୦ ବର୍ଷ ପରେ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ୨୦୨୨ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ…

୨୦୧୩ ପରଠୁ ୧୦ଟି ଆଇସିସି ଟୁର୍ଣ୍ଣାମେଣ୍ଟ…

ଓଏଲ୍‌ ବ୍ୟୁରୋ: ଭାରତ ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ଷ୍ଟେଜରେ ସ୍ଥାନ ପକ୍କା କରିଛି। ଟିମ୍‌ ଇଣ୍ଡିଆ ଜୁନ୍‌ ୨୭ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ବକପ୍‌ର ସେମି ଫାଇନାଲ ମୁକାବିଲା ଖେଳିବ। ୨୦୧୩ ମସିହା ପରେ ଟିମ୍‌ ଇଣ୍ଡିଆ ୧୧ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳୁଛି। ସେଥିରୁ ୧୦…

ଟିମ୍‌ ଇଣ୍ଡିଆର ନୂଆ ଅଧିନାୟକ

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ପରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍‌ ଇଣ୍ଡିଆ। ଏଥିପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ସବୁଠୁ ବଡ଼କଥା ହେଲା ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆଇପିଏଲ୍‌ର ଷ୍ଟାର ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ଯୁବ ଟିମ୍‌ର ମଙ୍ଗ ଶୁଭମନ…

ଆଜିଠୁ ଟିମ୍‌ ଇଣ୍ଡିଆର ବିଶ୍ବକପ୍‌…

ଓଏଲ୍‌ ବ୍ୟୁରୋ: ଆଉକିିଛି ସମୟର ଅପେକ୍ଷା। ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ନେଇ ଆଜି ପଡ଼ିଆକୁ ଓହ୍ଲାଇବ ଭାରତ। ରୋହିତ ବାହିନୀ ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ଏହି ମୁକାବିଲା ନ୍ୟୁୟକର୍କର ନସାଉ…

ଆଇପିଏଲ୍‌ ପରେ ଟି-୨୦ ବିଶ୍ବକପ୍‌, ୩ଥର…

ଓଏଲ୍‌ ବ୍ୟୁରୋ: ମହମ୍ମଦ ସାମିଙ୍କ ବଲରେ ବାବର ଆଜମ ଲଙ୍ଗ୍‌ ଅନ୍‌ କ୍ଷେତ୍ରକୁ ଏକ ଶଟ୍‌ ଖେଳିଥିଲେ। ଆଉ ଦୁଇ ରନ୍‌ ନେଇ ଇତିହାସ ରଚିଥିଲେ। ୨୦୨୧ ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ବିପକ୍ଷରେ ୧୦ ଓ୍ବିକେଟରେ ବିଜୟ ହାସଲ କରିଥିଲା ପାକିସ୍ତାନ। ବିଶ୍ବକପ୍‌ ଇତିହାସରେ…