Odisha Link
Bridging the Missing Links in Odisha
Browsing Tag

VIRAT KOHLI

କେବଳ ବିରାଟ-ରୋହିତ ନୁହେଁ; ଏହି ସବୁ…

ଓଏଲ୍‌ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ୍‌ର ୯ମ ସଂସ୍କରଣ। ଦ୍ବିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ବିଶ୍ବ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଏଥିସହିତ ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରି ସାରିଛନ୍ତି। ଯାହା କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଛି। କେବଳ ରୋ-କୋ ଅବସର ନେଇ…

ଆଇପିଏଲ ୨୦୨୪: ଏଲିମିନେଟର ମୁକାବିଲାରେ…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ଆଜି ଚଳିତ ସିଜିନର ଏଲିମିନେଟର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ହାଇଭୋଲଟେଜ ମୁକାବିଲା ଗୁଜରାଟର ଅହମଦାବାଦ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ଟସ୍‌…

ଆଇପିଏଲ ୨୦୨୪: ଏଲିମିନେଟର ମୁକାବିଲାରେ…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ଆଜି ଚଳିତ ସିଜିନର ଏଲିମିନେଟର ମୁକାବିଲା ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଖେଳାଯିବ। ଏହି ହାଇଭୋଲଟେଜ ମୁକାବିଲା ଗୁଜରାଟର ଅହମଦାବାଦ ଷ୍ଟାଡିୟମରେ ଖେଳାଯିବ। ଯେଉଁ…

ଅବସର ପ୍ରସଙ୍ଗରେ ବଡ଼ କଥା କହିଲେ ବିରାଟ,…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ବିଶ୍ବ କ୍ରିକେଟରେ ରନ୍‌ ମେସିନ୍‌ ଭାବେ ପରିଚିତ ବିରାଟ କୋହଲି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିଜର ବ୍ୟକ୍ତିତ୍ବ, ଖେଳ ପ୍ରଦର୍ଶନ ଓ ଅନାନ୍ୟ କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବିରାଟ। ଏବେ ପୁଣିଥରେ କ୍ରିକେଟରୁ ଅବସର ପ୍ରସଙ୍ଗକୁ ନେଇ…

ଆଇପିଏଲ ଗଣିତ: ପ୍ଲେ ଅଫ୍‌ ଦୌଡ଼ରେ…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଇ‌ଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣ। ଟାଇଟଲ୍‌ ଲଢ଼େଇ ପୂର୍ବରୁ ପ୍ଲେ ଅଫ୍‌ ଲଢ଼େଇ ଜୋରଦାର ଦେଖିବାକୁ ମିଳିଛି। ପ୍ରଥମ ଦଳ ଭାବେ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଆଉ କେଉଁ ୩ ଦଳ ପ୍ଲେ ଅଫ୍‌ରେ ସ୍ଥାନ ପାଇବେ…

ଆରସିବି ପରେ IPLରୁ ବାଦ ପଡ଼ିବ ଏହି ଦଳ,…

ଓଏଲ୍‌ ବ୍ୟୁରୋ: ରୋଚକ ମୋଡରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୭ ତମ ସଂସ୍କରଣ। ବର୍ତ୍ତମାନ ଚଳିତ ସିଜିନର ଓଲଟା ଗଣତି ଆରମ୍ଭ ହୋଇ ସାରିଛି। ଅର୍ଥାତ୍‌ ଆରମ୍ଭ ହୋଇ ସାରିଛି ଦ୍ବିତୀୟ ଚରଣ ମୁକାବିଲା। ସମସ୍ତ ଟିମ୍‌ ପ୍ଲେ ଅଫ୍‌ ଦୌଡ଼ରେ ରହିବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଏହି ଦୌଡ଼ରେ ସବୁଠୁ…

ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ମହାସମର;…

ଓଏଲ୍‌ ବ୍ୟୁରୋ: ବାଜିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ବିଗୁଲ। ୧୭ ତମ ଆଇପିଏଲ୍‌ ସଂସ୍କରଣକୁ ନେଇ ଆସିଲା ବଡ଼ ଅପଡେଟ୍‌। ଚଳିତ ଥର ଆଇପିଏଲ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଚଳିତ ସଂସ୍କରରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ଆଜି ଜାରି ହୋଇଛି କ୍ରୀଡା ସୂଚୀ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ…

କୋହଲିଙ୍କ ଆଉ ଏକ ବିରାଟ ରେକର୍ଡ; ପ୍ରଥମ…

ଓଏଲ୍‌ ବ୍ୟୁରୋ: ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଦିନିକିଆ କ୍ରିକେଟରେ ୫୦ଟି ଶତକ ହାସଲ କରିଥିବା ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ୪ର୍ଥ ଥର ପାଇଁ ଜିତିଲେ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଜିତିଲେ ବିରାଟ। ୨୦୨୩ ବର୍ଷ ପାଇଁ ଏହି ପୁରସ୍କାର ଜିତିଛନ୍ତି କୋହଲି।…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ ବୋର୍ଡ। ତିନୋଟି ଫର୍ମାଟ ପାଇଁ ୩ଜଣ ଅଧିନାୟକଙ୍କୁ ଦାୟିତ୍ବ ଦେଇଛି ବିିସିସିଆଇ। ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ, ଦିନିକିଆରେ କେଏଲ ରାହୁଲ ଓ ଟେଷ୍ଟରେ ରୋହିତ ଶର୍ମା ଦଳର ମଙ୍ଗ ଧରିବେ। ସବୁଠୁ…

ପ୍ରଥମ ଥର ପାଇଁ ବିରାଟଙ୍କୁ ପଛରେ ପକାଇଲେ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୭ତମ ମୁକାବିଲା ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ଆଇସିସି ଜାରି କରିଛି ଦିନିକିଆ ରାଙ୍କିଙ୍ଗ୍। ବ୍ୟାଟିଂ, ବୋଲିଂ ଓ ଅଲରାଉଣ୍ଡର ରାଙ୍କିଙ୍ଗ୍‌ ତାଲିକା ପ୍ରକାଶ କରିଛି ଆଇସିସି। ପ୍ରଥମ ଥର ପାଇଁ ଦିନିକିଆ ରାଙ୍କିଙ୍ଗରେ ବିରାଟ…