Odisha Link
Bridging the Missing Links in Odisha
Daily Archives

December 6, 2023

ବଡ଼ଧରଣର ଆଇଟି ରେଡ୍‌: ଆୟକର ଫାଙ୍କି…

ଓଏଲ୍‌ ବ୍ୟୁରୋ: ବଡ଼ଧରଣର ଆଇଟି ରେଡ୍‌ କରାଯାଉଛି। ବୌଦ୍ଧର ଏକ ଘରୋଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି। ଆୟକର ଫାଙ୍କି ଅଭିଯୋଗରେ ଆଜି ସକାଳୁ ଆଇଟି ରେଡ୍‌ କରାଯାଉଥିବାବେଳେ ୧୨ ଟି ଟିମ୍‌ ଏବଂ ୪ ଜଣ ସିଆଇଏସଏଫ ଯବାନ ରେଡ୍‌ରେ ସାମିଲ ଅଛନ୍ତି। ସେପଟେ ପୁରୁଣା କଟକର ଏକ ମିଲ୍‌ରେ ମଧ୍ୟ ରେଡ୍‌ କରାଯାଉଛି।…

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଅତିରିକ୍ତ…

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ସ୍ତରରେ ପୁଣି ଥରେ ଅଦଳବଦଳ କରାଯାଇଛି। ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଡ. ଏନ୍‌ ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି କରାଯାଇଛି। ରାଜ୍ୟ ଶ୍ରମ କମିଶନର ତଥା ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ଥିବା ଡ. ନାଏକଙ୍କୁ…

ବର୍ଷାରେ ବେହାଲ ଚେନ୍ନାଇ; ଗଲାଣି ୧୭…

ଓଏଲ୍‌ ବ୍ୟୁରୋ: ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍‌ ଟର୍ମିନାଲ ଜଳାର୍ଣ୍ଣବ ହୋଇଛି। ୩୦ଟି ବିମାନ ଓ ଶହେରୁ ଅଧିକ ଟ୍ରେନ୍ ବାତିଲ୍‌ ସୂଚନା ରହିଛି। ବାତ୍ୟା ପ୍ରଭାବରେ ଚେନ୍ନାଇ…

ଖୁବଶୀଘ୍ର ଆସୁଛି ଶ୍ରୀଜଗନ୍ନାଥଙ୍କ ଉପରେ…

ଓଏଲ୍‌ ବ୍ୟୁରୋ: ପ୍ରମୁଖ ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ଟୁନ୍‌ଜ ମିଡିଆ ଗ୍ରୁପ୍‌ ଏବଂ ଓଡ଼ିଶାର ଉଦୀୟମାନ ଆନିମେସନ୍‌ କମ୍ପାନୀ ଏଲି ଆନିମେସନ୍ସର ମିଳିତ ସହଭାଗିତାରେ ନିର୍ମିତ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍‌ ସିରିଜ୍‌। "ଜୟ ଜଗନ୍ନାଥ" ନାଁରେ…

ଓଡ଼ିଶାରେ ବାତ୍ୟା ପ୍ରଭାବ; କୋରାପୁଟରେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବାତ୍ୟା ‘ମିଗ୍‌ଜାଉଁ’ର ପ୍ରଭାବ ଅନୁଭୂତ ହୋଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ୧୦୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି। ‘ମିଗ୍‌ଜାଉଁ’ର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସହଜ…

ଓଏଲ୍‌ ବ୍ୟୁରୋ: ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭୟ କମାଇବା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାମ୍ପଲ ପ୍ରଶ୍ନପତ୍ର ପଠାଇ ଛାତ୍ରଛାତ୍ରୀଙ୍କୁ ବିତରଣ ଲାଗି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଦେଇଛି। ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ୭ଟି…

ତାଣ୍ଡବ ରଚିଛି ବାତ୍ୟା ‘ମିଗ୍‌ଜାଉଁ’;…

ଓଏଲ୍‌ ବ୍ୟୁରୋ: କରାଳ ରୂପ ଧାରଣ କରିଛି ବାତ୍ୟା ‘ମିଗ୍‌ଜାଉଁ’। ଏହା ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆହୁରି ବର୍ଷାର ପରିମାଣ ବଢିବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ସମ୍ଭାବନା…

ବାତ୍ୟା ‘ମିଗ୍‌ଜାଉଁ’ର ପ୍ରଭାବ; ୮…

ଓଏଲ୍‌ ବ୍ୟୁରୋ: ତାଣ୍ଡବ ରଚିଛି ବାତ୍ୟା ‘ମିଗ୍‌ଜାଉଁ’। ଭୀଷଣ ବାତ୍ୟା ‘ମିଗ୍‌ଜାଉଁ’ର ଲ୍ୟାଣ୍ଡଫଲ୍‌ ହୋଇଛି। ‘ମିଗ୍‌ଜାଉଁ’ର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା,…