Odisha Link
Bridging the Missing Links in Odisha
Daily Archives

December 6, 2023

ପ୍ରକାଶକ ସଂଘ ପକ୍ଷରୁ ପୁସ୍ତକମେଳା…

ଭୁବନେଶ୍ୱର: ୬ଷ୍ଠ ଦିନରେ ପହଁଞ୍ଚିଛି ପଞ୍ଚମ ରାଜ୍ୟ ପୁସ୍ତକମେଳା 'ଅକ୍ଷର'। ଏହି ଅବସରରେ ରାଜ୍ୟର ସର୍ବବୃହତ୍ତ ପ୍ରକାଶନ ସଂଘ ‘ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକ୍‌ସେଲର୍ସ ଆସୋସିଏସନ’ ପକ୍ଷରୁ ପଞ୍ଚମ ରାଜ୍ୟ ପୁସ୍ତକମେଳା ଅକ୍ଷର ମୁଖ୍ୟମଞ୍ଚରେ ଏକ ସାହିତ୍ୟସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି। ସଂଘର…

ସୋଆରେ ସିପିଆର ଉପରେ ସଚେତନତା…

ଓଏଲ୍‌ ବ୍ୟୁରୋ: ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ସାଇନସେସ୍‌ (ଏସ୍‌ପିଏସ୍‌) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍‌ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଲୋକସଭାରେ ପାରିତ ହେଲା ଜମ୍ମୁ-କାଶ୍ମୀର…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି। ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ୍ୟ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି। ତେବେ ଜମ୍ମୁ-କାଶ୍ମୀର ସଂଶୋଧନ ବିଲ୍‌ ଲୋକସଭାରେ ପାରିତ ହୋଇଛି।…

ଜଳପଥର ଉନ୍ନତି ପାଇଁ ଦୂରଦୃଷ୍ଟି;…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଦ୍ୱିତୀୟ ରାଜ୍ୟ ସାଗର ମାଳା କମିଟି ଆନୁକୁଲ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଯାଇଛି। ସାଗର ମାଳା ପଦକ୍ଷେପରେ ସମଗ୍ର ଉପକୂଳରେ ବନ୍ଦରର ନେତୃତ୍ୱ ବିକାଶ ଏବଂ ଦେଶରେ ଜଳପଥର ଉନ୍ନତି ପାଇଁ ଦୂରଦୃଷ୍ଟି ରହିଛି। ଏହି ବୈଠକରେ…

ଦୁର୍ବଳ ହେଲା ବାତ୍ୟା ‘ମିଗ୍‌ଜାଉଁ’;…

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେଲା। ଏହା ପ୍ରଭାବରେ ଟ୍ୱିନ୍ ସିଟିରେ ବର୍ଷା ଲାଗିରହିଛି। ଓଡ଼ିଶାରେ ବାତ୍ୟା ‘ମିଗ୍‌ଜାଉଁ’ର ପ୍ରଭାବ ଅନୁଭୂତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ ହୋଇଛି। କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଭୂସ୍ଖଳନ ହୋଇଛି।…

ସଂସଦର ଶୀତ ଅଧିବେଶନ: ପୁଣି…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି। ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ୍ୟ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି। ସଂସଦର ପ୍ରଥମ ଦିନରେ ଦିନ ୧୨ଟା ପର୍ଯ୍ୟନ୍ତ ଲୋକସଭା ସ୍ଥଗିତ…

ନନ୍ଦନକାନନରେ କମିଲା ଆନାକୋଣ୍ଡା ସଂଖ୍ୟା;…

ଓଏଲ୍‌ ବ୍ୟୁରୋ: ନନ୍ଦନକାନନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଆନାକୋଣ୍ଡା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ନନ୍ଦନକାନନରେ ଆନାକୋଣ୍ଡା ସଂଖ୍ୟା…

କୋଟିଆରେ ଭୂସ୍ଖଳନ! ଓଡ଼ିଶାର ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବାତ୍ୟା ‘ମିଗ୍‌ଜାଉଁ’ର ପ୍ରଭାବ ଅନୁଭୂତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ ହୋଇଛି। କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ଛୋଟ ଛୋଟ ପଥର ଖସି ରାସ୍ତାରେ ପଡ଼ିଛି। ରାସ୍ତାକୁ ପଥର ଖସିଥିଲେ ବି କେହି ଆହତ ହୋଇନଥିବା ସୂଚନା…

ଲୁଟ୍ ରୋକିବାକୁ ଆକ୍ସନ ମୋଡରେ ପୁଲିସ;…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏହାକୁ ରୋକିବା ପାଇଁ ନୂଆବର୍ଷ…

ବରିଷ୍ଠ ନାଗରିକଙ୍କ ପାଇଁ ଖୁସିଖବର;…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁର ରେଳ ଷ୍ଟେସନରୁ ଏହି ଯାତ୍ରା ଆରମ୍ଭ ହୋଇଛି। ୮ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଗୌହାଟିର…