Odisha Link
Bridging the Missing Links in Odisha

ଜଳପଥର ଉନ୍ନତି ପାଇଁ ଦୂରଦୃଷ୍ଟି; ଭୁବନେଶ୍ୱରରେ ରାଜ୍ୟ ସାଗରମାଳା କମିଟିର ବୈଠକ ଅନୁଷ୍ଠିତ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଦ୍ୱିତୀୟ ରାଜ୍ୟ ସାଗର ମାଳା କମିଟି ଆନୁକୁଲ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଯାଇଛି। ସାଗର ମାଳା ପଦକ୍ଷେପରେ ସମଗ୍ର ଉପକୂଳରେ ବନ୍ଦରର ନେତୃତ୍ୱ ବିକାଶ ଏବଂ ଦେଶରେ ଜଳପଥର ଉନ୍ନତି ପାଇଁ ଦୂରଦୃଷ୍ଟି ରହିଛି। ଏହି ବୈଠକରେ ସାଗରମାଳା ପଦକ୍ଷେପରେ ଆଲୋଚନା ହୋଇଯାଇଛି।

Leave A Reply

Your email address will not be published.