Odisha Link
Bridging the Missing Links in Odisha

ନନ୍ଦନକାନନରେ କମିଲା ଆନାକୋଣ୍ଡା ସଂଖ୍ୟା; ଆଖିବୁଜିଲା ଏକ ଆନାକୋଣ୍ଡା

ଓଏଲ୍‌ ବ୍ୟୁରୋ: ନନ୍ଦନକାନନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଆନାକୋଣ୍ଡା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ନନ୍ଦନକାନନରେ ଆନାକୋଣ୍ଡା ସଂଖ୍ୟା କମିଯାଇଛି। ଏବେ ନନ୍ଦନକାନନରେ ଆନାକୋଣ୍ଡା ସଂଖ୍ୟା ୯କୁ ଖସିଛି।

Leave A Reply

Your email address will not be published.