Odisha Link
Bridging the Missing Links in Odisha

ଲୁଟ୍ ରୋକିବାକୁ ଆକ୍ସନ ମୋଡରେ ପୁଲିସ; ନୂଆବର୍ଷ ପୂର୍ବରୁ କଡ଼ାକଡ଼ି ହେବ ଚେକିଂ

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏହାକୁ ରୋକିବା ପାଇଁ ନୂଆବର୍ଷ ପୂର୍ବରୁ କଡ଼ା ଚେକିଂ କରାଯିବ।

ନୂଆବର୍ଷ ପୂର୍ବରୁ ସ୍ୱତନ୍ତ୍ର ଅଭିଯାନ କରିବ କମିଶନରେଟ୍‌ ପୁଲିସ। ବାହାର ରାଜ୍ୟର ଚୋରଙ୍କୁ ଧରିବାକୁ ହୋଟେଲ୍‌ରେ କଡ଼ା ଚେକିଂ କରାଯିବ। ସବୁ ଥାନା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ପରେ ଡିସିପି ଏନେଇ ସୂଚନା ଦେଇଛନ୍ତି। ଆପାର୍ଟମେଣ୍ଟ ଲୋକଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ ସଚେତନ କରିବ। ନୂଆ ଜ୍ଞାନକୌଶଳ ଫିଙ୍ଗର ପ୍ରିଣ୍ଟ ସ୍କାନର ବାବଦରେ ଡିସିପି ବୁଝାଇଛନ୍ତି।

Leave A Reply

Your email address will not be published.