Odisha Link
Bridging the Missing Links in Odisha

ଦ୍ବିତୀୟ ଦିନରେ ଆଇଟି ରେଡ୍‌; ତାଜୁବ କଲା ବିଡ଼ା ବିଡ଼ା ଟଙ୍କା

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ଦିନରେ ଆଇଟି ରେଡ୍‌ ଚାଲିଛି। ଟିଟିଲାଗଡ଼ରେ ମଦ ବ୍ୟବସାୟୀଙ୍କ ଘରେ ଆଜି ବି ଆଇଟି ରେଡ୍‌ ହୋଇଛି। ନେହେରୁ ନଗର ସ୍ଥିତ ୨ଟି ଘରେ ଆୟକର ବିଭାଗର ରେଡ୍‌। ଆୟକର ଫାଙ୍କି ଅଭିଯୋଗରେ ଉଭୟଙ୍କ ଘରେ ଆଇଟିର ଚଢ଼ାଉ।

ସୂଚନା ଅନୁସାରେ, ମଦ ବ୍ୟବସାୟୀଙ୍କ ଘରୁ ଗତକାଲି ଟ୍ରଙ୍କରୁ ଜବତ ହୋଇଥିଲା ଟଙ୍କା, ଜବତ ଟଙ୍କାର ପରିମାଣ ୨୦୦ କୋଟି ଟଙ୍କା। ଟଙ୍କା ଜବତ ପରେ ଆଜି ବି ଚାଲିଛି ରେଡ୍, ବାହାରୁଛି ବଣ୍ଡୁଲି ବଣ୍ଡୁଲି ଟଙ୍କା। ଆୟକର ଫାଙ୍କି ଅଭିଯୋଗରେ ଉଭୟଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କରିଛି।

Leave A Reply

Your email address will not be published.